Home Bibles ଗଣନା ପୁସ୍ତକ 15:1 · ଓଡ଼ିଆ ବାଇବେଲ
ଗଣନା ପୁସ୍ତକ 15:1 · ଓଡ଼ିଆ ବାଇବେଲ

ଅନନ୍ତର ସଦାପ୍ରଭୁ ମାଶାଙ୍କେୁ କହିଲେ,

Cross references

ଗଣନା ପୁସ୍ତକ 6:15

ସେ ଉତ୍ସର୍ଗ କରିବ, ଏକ ଡାଲା ତାଡିଶୂନ୍ଯ ରୋଟୀ ଭଲ ମଇଦା ରେ, ତଲେ ମିଶାଇ ବନାଇବ ଏବଂ ତାଡିଶୂନ୍ଯ ସରୁ ପିଠା ତଲେ ତାହା ଉପରେ ଦଇେ ବନା ହବେ। ଓ ତହିଁର ଶସ୍ଯ ଓ ପଯେ ନବୈେଦ୍ଯ ଉତ୍ସର୍ଗ କରିବ।

ଯିହିଜିକଲ 46:11

ଆଉ ପର୍ବ ଓ ଉତ୍ସବାଦି ସମୟରେ ଶସ୍ଯ ନବୈେଦ୍ଯ ରୂପେ ଏକ ଗୋବତ୍ସ ସଙ୍ଗେ ଏକ ଐଫା ଶସ୍ଯ ନବୈେଦ୍ଯ, ଏକ ଅଣ୍ଡିରା ମଷେ ସଙ୍ଗେ ଏକ ଐଫା ଶସ୍ଯ ନବୈେଦ୍ଯ ଓ ମଷେ ଶାବକମାନଙ୍କ ସଙ୍ଗେ ଶସ୍ଯ ନବୈେଦ୍ଯ ଆପଣା ଶକ୍ତି ଅନୁସାରେ ଆଉ ଏକ ଏକ ଐଫା ସଙ୍ଗେ ଏକ ଏକ ହୀନ ତୈଳ ଦବେେ।

Interlinear

Choose Theme