ମାତ୍ର ସମସ୍ତ ମଣ୍ତଳୀ ସମାନଙ୍କେୁ ପଥର ମାରି ହତ୍ଯା କରିବାକୁ କହିଲେ। ସେତବେେଳେ ସଦାପ୍ରଭୁଙ୍କର ମହିମା ସମାଗମ ତମ୍ବୁ ରେ ଇଶ୍ରାୟେଲର ସମସ୍ତ ଲୋକମାନଙ୍କ ପ୍ରତି ପ୍ରକାଶିତ ହେଲା।
Cross references
ଆସନ୍ତାକାଲି ପ୍ରଭାତ ରେ ତୁମ୍ଭମାନେେ ପରମେଶ୍ବରଙ୍କର ମହିମା ଦେଖିବ। ସଦାପ୍ରଭୁ ତୁମ୍ଭମାନଙ୍କର ଅଭିଯୋଗ ଶୁଣିଛନ୍ତି, ଯାହା ତୁମ୍ଭମାନେେ ଆମ୍ଭ ବିରୁଦ୍ଧ ରେ କଲ। କିନ୍ତୁ ଆମ୍ଭମାନେେ କିଏ? ପ୍ରକୃତ ରେ ତୁମ୍ଭେ ଆମ୍ଭମାନଙ୍କ ବିରୁଦ୍ଧ ରେ ଆପତ୍ତି କରୁନାହଁ, ମାତ୍ର ସଦାପ୍ରଭୁଙ୍କ ବିରୁଦ୍ଧ ରେ ଆପତ୍ତି କରୁଅଛ।
ଯେତବେେଳେ ହାରୋଣ ଇଶ୍ରାୟେଲମାନଙ୍କୁ କହିଲେ, ସମାନେେ ମରୁଭୂମି ଆଡକୁ ବୁଲି ଚାହିଁଲେ। ହଠାତ୍ ମେଘ ମଧିଅରେ ସଦାପ୍ରଭୁଙ୍କ ମହିମା ଆବିର୍ଭାବ ହେଲା।
ତେଣୁ ମାଶାେ ସଦାପ୍ରଭୁଙ୍କୁ ପ୍ରାର୍ଥନା କଲେ ଓ କହିଲେ, ମୁଁ ଏହି ଲୋକମାନଙ୍କ ପାଇଁ କ'ଣ କରିବି? ସମାନେେ ମାେତେ ପଥର ମାରି ହତ୍ଯା କରିବାକୁ ପ୍ରସ୍ତୁତ।
ଏଥି ରେ ସୀନଯ ପର୍ବତ ଉପରେ ସଦାପ୍ରଭୁଙ୍କ ପ୍ରତାପ ଅବସ୍ଥିତ କଲା। ଆଉ ତାହା ଛଅଦିନ ମଘାେଚ୍ଛନ୍ନ ହାଇେ ରହିଲା। ଏହାପରେ ସଦାପ୍ରଭୁ ସପ୍ତମ ଦିନ ମେଘ ମଧ୍ଯରୁ ମାଶାଙ୍କେୁ ଡାକିଲେ।
ଏହାପରେ ସହେି ମେଘ ସମାଗମ ତମ୍ବୁକୁ ଆଚ୍ଛାଦନ କଲା ଓ ସଦାପ୍ରଭୁଙ୍କର ମହିମା ପବିତ୍ର ତମ୍ବୁକୁ ପରିପୂର୍ଣ୍ଣ କଲା।
ଅନନ୍ତର ମାଶାେ ଓ ହାରୋଣ ସମାଗମ ତମ୍ବୁ ରେ ପ୍ରବେଶ କଲେ। ପୁଣି ବାହାରକୁ ଆସି ଲୋକମାନଙ୍କୁ ଆଶିର୍ବାଦ କଲେ। ସେତବେେଳେ ସବୁ ଲୋକଙ୍କ ପ୍ରତି ସଦାପ୍ରଭୁଙ୍କର ମହିସା ପ୍ରକଟିତ ହେଲା।
ପୁଣି କୋରହ ସମସ୍ତ ମଣ୍ତଳୀକି ଏକତ୍ରିତ କରି ସମାଗମ ତମ୍ବୁଦ୍ବାର ନିକଟରେ ସମାନଙ୍କେ ପ୍ରତିକୂଳ ରେ ଉପସ୍ଥିତ ହେଲେ, ସେତବେେଳେ ସମସ୍ତ ମଣ୍ତଳୀ ପ୍ରତି ସଦାପ୍ରଭୁଙ୍କ ମହିମା ଆର୍ବିଭାବ ହେଲା।
ଯେତବେେଳେ ଲୋକମାନେ ମାଶାେ ଓ ହାରୋଣ ବିରୁଦ୍ଧ ରେ ଏକତ୍ରୀତ ହେଲେ, ସମାନେେ ବୁଲିପଡିଲେ ଓ ସମାଗମ ତମ୍ବୁକୁ ଦେଖିଲେ ଯେ, ତାହା ମେଘ ରେ ଆଛାଦିତ ହାଇେଥିଲା ଏବଂ ସଦାପ୍ରଭୁଙ୍କର ମହୀମା ଦଖାଯାେଉଥିଲା।
ତହୁଁ ମାଶାେ ସଦାପ୍ରଭୁଙ୍କ ସମ୍ମୁଖର ନିଯମ ତମ୍ବୁ ରେ ସମସ୍ତ ସହୟୋଗୀମାନଙ୍କୁ ରଖିଲେ।
ଏଥି ରେ ମାଶାେ ଓ ହାରୋଣ ସମାଜ ସାକ୍ଷାତରୁ ସମାଗମ ତମ୍ବୁର ଦ୍ବାରକୁ ୟାଇ ମୁହଁ ମାଡି ପଡିଲେ। ତହୁଁ ସଦାପ୍ରଭୁଙ୍କ ମହିମା ସମାନଙ୍କେ ପ୍ରତି ପ୍ରକାଶିତ ହେଲା।
ଯେତେ ଲୋକ ସେ ସୈନ୍ଯ ଦଳ ରେ ଥିଲେ ସମସ୍ତେ ଦକ୍ସ୍ଟଃଖ ଓ କୋର୍ଧି ଥିଲେ, କାରଣ ସମାନଙ୍କେର ପିଲାମାନେ ବନ୍ଦୀ ହାଇେ ୟାଇଥିଲେ। ଲୋକମାନେ ଦାଉଦକକ୍ସ୍ଟ ପଥର ରେ ମାରିବାକକ୍ସ୍ଟ କଥାବାର୍ତ୍ତା ହେଉଥିଲେ। କିନ୍ତୁ ଦାଉଦ ନିଜକକ୍ସ୍ଟ ସଦାପ୍ରଭୁ ତାଙ୍କ ପରମେଶ୍ବରଙ୍କଠା ରେ ସବଳ କଲେ।
ୟିରୁଶାଲମ! ରେ ୟିରୁଶାଲମ! ତୁ ଭବିଷ୍ଯଦ୍ବକ୍ତାମାନଙ୍କୁ ହତ୍ଯା କରିଛୁ। ପରମେଶ୍ବର ଯେଉଁମାନଙ୍କୁ ତୋ ପାଖକୁ ପଠାଇଥିଲେ, ତୁ ସମାନଙ୍କେୁ ପଥର ଫୋପାଡ଼ି ହତ୍ଯା କରିଛୁ। ତୋର ଲୋକମାନଙ୍କୁ ମୁଁ ବହୁତ ଥର ସାହାୟ୍ଯ କରିବାକୁ ଇଚ୍ଛା କରିଥିଲା। ଯଭେଳି ଗୋଟିଏ କୁକୁଡ଼ା ନିଜ ଛୁଆମାନଙ୍କୁ ନିଜ ପକ୍ଷତଳେ ଏକାଠି କରେ, ସହେିପରି ତୋର ସମସ୍ତ ସନ୍ତାନମାନଙ୍କୁ ଏକାଠି କରିବା ପାଇଁ ମୁଁ ଅନକେ ଥର ଚ଼ାହିଁଥିଲି। କିନ୍ତୁ ତୁ ମାେତେ ତାହା କରଇେ ଦଲେୁନାହିଁ।
ତୁମ୍ଭମାନଙ୍କର ପୂର୍ବପୁରୁଷମାନେ କୌଣସି ଭାବବାଦୀଙ୍କୁ ତାଡ଼ନା ନକରି ଛାଡ଼ି ନାହାଁନ୍ତି। ଏହି ଭାବବାଦୀମାନେ ପୂର୍ବରୁ ସହେି ଧାର୍ମିକ ବ୍ଯକ୍ତିଙ୍କର ଆଗମନ କଥା କହିଥିଲେ। କିନ୍ତୁ ତୁମ୍ଭମାନଙ୍କର ପୂର୍ବପୁରୁଷମାନେ ସହେି ଲୋକମାନଙ୍କୁ ମଧ୍ଯ ମାରି ଦଇେଥିଲେ। ବର୍ତ୍ତମାନ ତୁମ୍ଭମାନେେ ସହେି ଧାର୍ମିକ ବ୍ଯକ୍ତିଙ୍କୁ ପ୍ରତାରିତ ଓ ହତ୍ଯା କରିଛ।
ପଥର ଫୋପାଡ଼ିବା ସମୟରେ ସ୍ତିଫାନ ପ୍ରାର୍ଥନା କରି କହିଲେ, ହେ ପ୍ରଭୁ ଯୀଶୁ, ମାେ ଆତ୍ମାକୁ ଗ୍ରହଣ କର।