ତହୁଁ ମିରଯମ ସାତଦିନ ପର୍ୟ୍ଯନ୍ତ ଛାଉଣୀ ବାହା ରେ ରହିଲା। ସେ ପୁନର୍ବାର ଭିତରକୁ ନ ଆସିବା ୟାଏ ଲୋକମାନେ ୟାତ୍ରା କଲେ ନାହିଁ।
Cross references
ନୋହ ତହିଁରୁ ଦ୍ରାକ୍ଷାରସ ପ୍ରସ୍ତୁତି କରି ପାନ କଲେ। ସେ ଦ୍ରାକ୍ଷାରସ ପାନ କରି ମତ୍ତ ହାଇେ ତାଙ୍କର ଲୁଗାପଟା ଖାଲିଦେଇେ ତାଙ୍କର ତମ୍ବୁ ରେ ପଡ଼ି ରହିଲେ। ସେ କୌଣସି ବସ୍ତ୍ର ପରିଧାନ କରି ନଥିଲେ।
ତୁମ୍ଭେ ଆପଣା ପିତା ଓ ମାତାଙ୍କୁ ସମ୍ମାନ କର। ଏହିପରି କର ୟଦ୍ବାରା ସଦାପ୍ରଭୁ ତୁମ୍ଭର ପରମେଶ୍ବର ତୁମ୍ଭକୁ ଯେଉଁ ଦେଶ ଦବେେ ସହେି ଦେଶ ରେ ତୁମ୍ଭର ଦୀର୍ଘ ପରମାଯୁ ହବେ।
ତୁମ୍ଭମାନେେ ମାରାତ୍ମକ ଚର୍ମ ରୋଗ ପ୍ରତି ସାବଧାନ ହବୋ ଉଚିତ୍। ଲବେୀୟ ଯାଜକମାନେ ତୁମ୍ଭକୁ ଯେଉଁସବୁ ଶିକ୍ଷା ଦିଅନ୍ତି, ତଦନକ୍ସ୍ଟସା ରେ କର୍ମକରିବା ପାଇଁ ଯତ୍ନ ପୂର୍ବକ ମନୋୟୋଗ କର। ମୁ ସମାନଙ୍କେୁ ଯେଉଁ ପରି ଆଜ୍ଞା ଦଇେଅଛ ସହେିରୂପେ କରିବାକୁ ତୁମ୍ଭମାନେେ ମନୋୟୋଗ କରିବ ଉଚିତ୍।
ଯଦିଓ ସଦାପ୍ରଭୁ ଦଣ୍ଡ ଦିଅନ୍ତି, ତାଙ୍କର ଅପାର ପ୍ ରମେ ଅନୁସାରେ ସେ ଆମ୍ଭମାନଙ୍କୁ ଦୟା କରନ୍ତି।
ଆମ୍ଭେ କ'ଣ କରିଅଛୁ ତୁମ୍ଭମାନଙ୍କୁ କହିବା। ଆମ୍ଭେ ମାଶାେ, ହାରୋଣ ଓ ମରିଯମକୁ ତୁମ୍ଭମାନଙ୍କ ନିକଟକୁ ପଠାଇଅଛୁ। ମିଶରରୁ ତୁମ୍ଭମାନଙ୍କୁ ଆଣିଅଛି ଓ ତୁମ୍ଭମାନଙ୍କୁ ଦାସତ୍ବରୁ ମୁକ୍ତ କରିଛି।
ହେ ମାରେ ଶତୃ ମାରେ ପତନ ରେ ପରିହାସ କରନାହିଁ। ମୁଁ ପୁନର୍ବାର ଉଠିବି। ମୁଁ ଅନ୍ଧକାର ରେ ଥିଲେ ମଧ୍ଯ ସଦାପ୍ରଭୁ ମାେ ପାଇଁ ଆଲୋକ ହବେେ।
ହେ ସଦାପ୍ରଭୁ, ମୁଁ ତୁମ୍ଭ ପ୍ରସିଦ୍ଧ ବିଷଯ ରେ ଶୁଣିଛି ଏବଂ ମୁଁ ପରମେଶ୍ବରଙ୍କ ଭୟ ରେ ପରିପୂର୍ଣ୍ଣ ହାଇେଛି। ହେ ସଦାପ୍ରଭୁ, ଅତୀତ ରେ ଯେଉଁସବୁ ଶକ୍ତିଶାଳୀ କାର୍ୟ୍ଯ କରିଛ, ସେଥି ରେ ମୁଁ ଆଶ୍ଚର୍ୟ୍ଯାନ୍ବିତ। ବର୍ତ୍ତମାନ ମୁଁ ପ୍ରାର୍ଥନା କରୁଛି ତୁମ୍ଭେ ଆମ୍ଭ ବିଷଯ ରେ ଅନକେ ବଡ କାର୍ୟ୍ଯ କରିବ। ଆମ୍ଭ ସମୟରେ ଏହିସବୁ ଘଟୁ ତୁମ୍ଭେ ଦୟାପୂର୍ବକ କର। ତୁମ୍ଭର ସହେି କୋରଧିତ ଅବସ୍ଥା ରେ ଆମ୍ଭପ୍ରତି ଦୟା କର।