Home Bibles ☰ Books ଗଣନା ପୁସ୍ତକ 11:34 · ଓଡ଼ିଆ ବାଇବେଲ
ଗଣନା ପୁସ୍ତକ 11:34 · ଓଡ଼ିଆ ବାଇବେଲ

ତେଣୁ ସହେି ସ୍ଥାନର ନାମ କିବ୍ରୋତ୍-ହତ୍ତାବା ହେଲା। କାରଣ ସମାନେେ ଖାଦ୍ୟ ନିମନ୍ତେ ଲୋଭୀ ଲୋକମାନଙ୍କୁ ସହେି ସ୍ଥାନ ରେ କବର ଦେଲେ।

Cross references

ଗଣନା ପୁସ୍ତକ 33:16

ସମାନେେ ସୀନଯ ମରୁଭୂମିରୁ ୟାତ୍ରା କରି କିବୋତ୍ହତ୍ତାବା ରେ ଛାଉଣୀ ସ୍ଥାପନ କଲେ।

ଦିତୀୟ ବିବରଣ 9:22

ତୁମ୍ଭମାନେେ ତବିଯରୋ ରେ ଓ ମଃସା ରେ ଓ କିବ୍ରୋତ୍ହତ୍ତାବା ରେ ସଦାପ୍ରଭୁଙ୍କୁ କୋରଧ କରାଇଲ।

କରିନ୍ଥୀୟଙ୍କ ପ୍ରତି ପ୍ରଥମ ପତ୍ର 10:6

ଏହି ଘଟଣାଗୁଡ଼ିକ ଆମ୍ଭ ପାଇଁ ଦୃଷ୍ଟାନ୍ତ ସ୍ବରୂପ ଅଛି, ଅତଏବ ଆମ୍ଭେ ସମାନଙ୍କେ ଭଳି ମନ୍ଦ କାର୍ୟ୍ଯ କରିବା ପାଇଁ ଇଚ୍ଛା କରିବା ନାହିଁ।

Interlinear

Choose Theme