Home Bibles ଗଣନା ପୁସ୍ତକ 1:19 · ଓଡ଼ିଆ ବାଇବେଲ
ଗଣନା ପୁସ୍ତକ 1:19 · ଓଡ଼ିଆ ବାଇବେଲ

ଏହିରୂପେ, ମାଶାେ ସଦାପ୍ରଭୁଙ୍କ ଆଜ୍ଞାନୁସା ରେ ସୀନଯର ମରୂଭୂମିରେ ସମାନଙ୍କେୁ ଗଣନା କଲେ।

Cross references

ଯାତ୍ରା ପୁସ୍ତକ 40:16

ମାଶାେ ସଦାପ୍ରଭୁଙ୍କ ସମସ୍ତ ନିଯମ ମାନି ତାଙ୍କର ଆଜ୍ଞା ଅନୁୟାଯୀ କାର୍ୟ୍ଯମାନ କଲେ।

ଯାତ୍ରା ପୁସ୍ତକ 40:32

ଯେ କୌଣସି ସମୟରେ ସମାନେେ ସମାଗମ ତମ୍ବୁ ରେ ପ୍ରବେଶ କଲେ ବା ୟଜ୍ଞବଦେୀର ନିକଟକୁ ଆସିଲେ, ସେ ସମୟରେ ସମାନେେ ହସ୍ତପଦ ପ୍ରକ୍ଷାଳନ କଲେ, ସଦାପ୍ରଭୁ ମାଶାଙ୍କେୁ ଦଇେଥିବା ଆଜ୍ଞାନୁସା ରେ ା

ଗଣନା ପୁସ୍ତକ 1:2

ତୁମ୍ଭମାନେେ ଇଶ୍ରାୟେଲର ସମସ୍ତ ଲୋକଙ୍କୁ ଗଣନା କର। ସମସ୍ତ ମଣ୍ତଳୀର ଅନୁସାରେ ଓ ପରିବାରବର୍ଗ ଅନୁସାରେ ପ୍ରେତ୍ୟକକ ପୁରୁଷ ଲୋକର ନାମ ତାଲିକା କର।

ଗଣନା ପୁସ୍ତକ 1:54

ସଦାପ୍ରଭୁ ମାଶାଙ୍କେୁ ଯେଉଁସବୁ ଆଜ୍ଞା ଦଇେଥିଲେ, ଇଶ୍ରାୟେଲୀୟ ମାନେ ସହେିରୂପେ ମାନି କାର୍ୟ୍ଯ କଲେ।

ଗଣନା ପୁସ୍ତକ 2:34

ମାଶାଙ୍କେୁ ସଦାପ୍ରଭୁ ଯାହା ଆଜ୍ଞା ଦଇେଥିଲେ, ଇଶ୍ରାୟେଲର ଲୋକମାନେ ସେ ସମସ୍ତ କଲେ। ସମାନେେ ନିଜନିଜ ବଂଶ ନିକଟରେ ନିଜନିଜ ପିତୃଗୃହ ଅନୁସାରେ ଓ ଆପଣା ଧ୍ବଜା ନିକଟରେ ଛାଉଣୀ ସ୍ଥାପନ କଲେ ଓ ସହେିପରି ସମାନେେ ଅଗ୍ରସର ହେଲେ।

ଗଣନା ପୁସ୍ତକ 3:51

ସଦାପ୍ରଭୁଙ୍କ ଆଜ୍ଞା ଅନୁସାରେ ମାଶାେ ସହେି ମୁକ୍ତି ମୁଲ୍ଯ ହାରୋଣ ଓ ତାଙ୍କର ପୁତ୍ରମାନଙ୍କୁ ଦେଲେ।

ଗଣନା ପୁସ୍ତକ 26:1

ମହାମାରୀ ପରେ, ସଦାପ୍ରଭୁ ମାଶାେ ଓ ହାରୋଣର ପୁତ୍ର ଯାଜକ ଇଲିଯାସରକୁ କହିଲେ,

ଗଣନା ପୁସ୍ତକ 26:63

ଯିରୀହାେ ନିକଟସ୍ଥ ୟର୍ଦ୍ଦନ ସୀମାର ମାୟୋବ ପଦା ରେ ଇଶ୍ରାୟେଲର ଲୋକମାନଙ୍କୁ ମାଶାେ ଓ ଯାଜକ ଇଲିଯାସର ଗଣନା କଲେ।

ଦିତୀୟ ଶାମୁୟେଲ 24:1

ସଦାପ୍ରଭୁ ପକ୍ସ୍ଟନ୍ନରାଯ ଇଶ୍ରାୟେଲୀୟମାନଙ୍କ ଉପରେ କୋର୍ଧାନ୍ବିତ ହେଲେ। ସଦାପ୍ରଭୁ ଦାଉଦଙ୍କକ୍ସ୍ଟ ଇଶ୍ରାୟେଲୀୟମାନଙ୍କ ବିରକ୍ସ୍ଟଦ୍ଧ ରେ କାର୍ୟ୍ଯ କରଇେଲେ। ତେଣୁ ଦାଉଦ ଆଦେଶ ଦେଲେ, ୟାଅ, ଇଶ୍ରାୟେଲ ଓ ୟିହକ୍ସ୍ଟଦାକକ୍ସ୍ଟ ଗଣନା କର।

Interlinear

Choose Theme