Home Bibles ଗଣନା ପୁସ୍ତକ 1:17 · ଓଡ଼ିଆ ବାଇବେଲ
ଗଣନା ପୁସ୍ତକ 1:17 · ଓଡ଼ିଆ ବାଇବେଲ

ଆଉ ଯେଉଁ ମାନେ ବଛା ୟାଇଥିଲେ, ମାଶାେ ଓ ହାରୋଣ ଏହି ଲୋକମାନଙ୍କୁ ଦେଲେ।

Cross references

ଗଣନା ପୁସ୍ତକ 1:5

ଆଉ ଯେଉଁମାନେ ତୁମ୍ଭମାନଙ୍କର ସହକାରୀ ହବେ, ସମାନଙ୍କେର ନାମ ଏହି;

ଯୋହନଲିଖିତ ସୁସମାଚାର 10:3

ଫାଟକ ଜଗୁଆଳୀ ମଷେପାଳକ ପାଇଁ ଫାଟକ ଖୋଲେ। ମଷେମାନେ ମଷେପାଳକର କଥା ଶୁଣନ୍ତି। ମଷେପାଳକ ତା'ର ମେଣ୍ଢାକୁ ନାମଧରି ଡାକେ ଓ ବାହା ରେ ଚରାଏ।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 7:4

ଏହିପରି ମୁଦ୍ରାଙ୍କିତ ହେବା ଲୋକମାନଙ୍କର ସଂଖ୍ୟା ମୁଁ ଶୁଣିଲି। ସେମାନେ 144,000 ଜଣ ଥିଲେ। ସେମାନେ ଇସ୍ରାଏଲର ପ୍ରତି ପରିବାର ବର୍ଗ ମଧ୍ୟରୁ ଥିଲେ।

Interlinear

Choose Theme