Home Bibles ନିହିମିୟା 9:3 · ଓଡ଼ିଆ ବାଇବେଲ
ନିହିମିୟା 9:3 · ଓଡ଼ିଆ ବାଇବେଲ

ସମାନେେ ସଠାେରେ ପ୍ରାଯ ତିନି ଘଣ୍ଟାଧରି ଠିଆ ହେଲେ, ଏବଂ ଲୋକମାନେ ସଦାପ୍ରଭୁ ସମାନଙ୍କେ ପରମେଶ୍ବରଙ୍କର ବ୍ଯବସ୍ଥା ପୁସ୍ତକ ପାଠ କଲେ। ଏହାପରେ ସମାନେେ ସଠାେରେ ତିନିଘଣ୍ଟାରୁ ଉର୍ଦ୍ଧଧରି ସମାନଙ୍କେର ପାପ ସ୍ବୀକାର କଲେ ଓ ନତମସ୍ତକ ହାଇେ ସଦାପ୍ରଭୁ ସମାନଙ୍କେ ପରମେଶ୍ବରଙ୍କର ଉପାସନା କଲେ।

Cross references

ନିହିମିୟା 8:3

ସେ ଜଳଦ୍ବାର ସମ୍ମୁଖସ୍ଥ ଛକରେ ପୁରୁଷ ଓ ସ୍ତ୍ରୀ ଆଦି ଯେତେ ଲୋକ ବୁଝି ପାରନ୍ତି, ସେ ସମସ୍ତଙ୍କ ଆଗ ରେ ପ୍ରଭାତରୁ ମଧ୍ଯାହ୍ନ ପର୍ୟ୍ଯନ୍ତ ସହେି ବ୍ଯବସ୍ଥା ପୁସ୍ତକରୁ ପାଠ କଲେ। ଆଉ ସମସ୍ତ ଲୋକେ ତାହା ଶ୍ରବଣ କଲେ।

ନିହିମିୟା 8:7

ଯଶୂେଯ, ବାନି, ଶେ ରବେିଯ, ୟାମୀନ୍, ଅକ୍କ୍କବ୍, ଶଦ୍ଦଥଯ, ଦୋଦୀଯ, ମା ସଯେ, କଲିଟ୍, ଅସରିଯ, ୟୋଷାବଦ୍, ହାନନ୍, ପଲାଯ ଏହି ଲୋକମାନେ ଲବେୀୟ ଗୋଷ୍ଠୀର ଥିଲେ। ସମାନେେ ଲୋକମାନଙ୍କୁ ବ୍ଯବସ୍ଥା ବୁଝାଇ ଦେଲେ ଏବଂ ଲୋକମାନେ ନିଜ ନିଜ ସ୍ଥାନ ରେ ଛିଡା ହାଇେ ରହିଲେ।

ନିହିମିୟା 8:8

ସମାନେେ ସ୍ପଷ୍ଟରୂପେ ପରମେଶ୍ବରଙ୍କ ବ୍ଯବସ୍ଥା ପୁସ୍ତକରୁ ପାଠ କଲେ ଏବଂ ତହିଁର ଅର୍ଥ ବୁଝାଇ ଦେଲେ, ଯେଉଁଥି ରେ ଲୋକମାନେ ବୁଝି ପାରିଲେ।

Interlinear

Choose Theme