Home Bibles ନିହିମିୟା 9:18 · ଓଡ଼ିଆ ବାଇବେଲ
ନିହିମିୟା 9:18 · ଓଡ଼ିଆ ବାଇବେଲ

ସମାନେେ ଯେତବେେଳେ ଛାଞ୍ଚଢଳା ଗୋବତ୍ସ ନିର୍ମାଣ କଲେ, ' ଯେଉଁ ଦବେତା ତୁମ୍ଭକୁ ମିଶର ଦେଶରୁ ବାହାର କରି ଆଣିଲେ,' ସେ ଇଏ ଅଟେ। ଏହା କହି ସମାନେେ ପରମେଶ୍ବରଙ୍କର ବହୁତ ନିନ୍ଦା କଲେ।

Cross references

ଯାତ୍ରା ପୁସ୍ତକ 32:4

ହାରୋଣ ଲୋକମାନଙ୍କଠାରୁ ସୁବର୍ଣ୍ଣ ଗ୍ରହଣ କଲେ। ତା'ପରେ ହାରୋଣ ସେଥିରୁ ଏକ ସୁବର୍ଣ୍ଣର ଶିଳ୍ପାସ୍ତ୍ର ରେ ଛାଞ୍ଚ ପ୍ରସ୍ତୁତ କରି ସେଥି ରେ ଢଳା ବାଛୁରୀ ନିର୍ମାଣ କଲେ।

ଯାତ୍ରା ପୁସ୍ତକ 32:8

ସମାନେେ ଖୁବ୍ ଶୀଘ୍ର ମୁଁ ଶିକ୍ଷା ଦଇେଥିବା ପଥରୁ ବିମୁଖ ହେଲେ। ସମାନେେ ସୁବର୍ଣ୍ଣର ଏକ ବାଛୁରୀ ନିର୍ମାଣ କଲେ। ସମାନେେ ସହେି ମୂର୍ତ୍ତିକୁ ଉପାସନା କରୁଛନ୍ତି ଏବଂ ତା'ର ସମ୍ମୁଖ ରେ ବଳିଦାନ କରୁଛନ୍ତି। ସମାନେେ କହନ୍ତି, 'ଇଶ୍ରାୟେଲ, ତୁମ୍ଭକୁ ମିଶର ଦେଶରୁ ଯେଉଁ ଦବେତା ବାହାର କରି ଆଣିଲେ, ସଗେୁଡିକ ଏହି।'

ଯାତ୍ରା ପୁସ୍ତକ 32:31

ତେଣୁ ମାଶାେ ପରମେଶ୍ବରଙ୍କ ନିକଟକୁ ଫରେିଗଲେ ଏବଂ କହିଲେ, ହେ ସଦାପ୍ରଭୁ, ମାରେ ଗୁହାରି ଶୁଣ। ଏହି ଲୋକମାନେ ସୁବର୍ଣ୍ଣ ରେ ଦବେତାଗଣ କରି ଭୟଙ୍କର ପାପ କରିଛନ୍ତି।

ଦିତୀୟ ବିବରଣ 9:12

ସଦାପ୍ରଭୁ ମାେତେ କହିଲେ, 'ଉଠ' ଏସ୍ଥାନରକ୍ସ୍ଟ ଶୀଘ୍ର ତଳକକ୍ସ୍ଟ ୟାଅ, କାରଣ ତୁମ୍ଭେ ଯେଉଁ ଲୋକମାନଙ୍କୁ ମିଶରରକ୍ସ୍ଟ ବାହାର କରି ଆଣିଅଛ। ତୁମ୍ଭର ଲୋକମାନେ ସହେି ନିଜକକ୍ସ୍ଟ ଦକ୍ସ୍ଟର୍ନୀତି ଗ୍ରସ୍ଥ କରିଅଛନ୍ତି। ମୁ ସମାନଙ୍କେୁ ଯେଉଁ ପଥ ନିର୍ଦ୍ଦେଶ ଦଇେଥିଲି ତହିଁରକ୍ସ୍ଟ ସମାନେେ ଶୀଘ୍ର ବିମକ୍ସ୍ଟଖ ହେଲେ। ସମାନେେ ସମାନଙ୍କେ ନିମନ୍ତେ ଏକ ସ୍ବର୍ଣ୍ଣ ପ୍ରତିମା ନିର୍ମାଣ କରିଅଛନ୍ତି।'

ଗୀତସଂହିତା 106:19

ସହେି ଲୋକମାନେ ହୋରବରେେ ଏକ ଗୋବତ୍ସ ନିର୍ମାଣ କଲେ ଓ ଛାଞ୍ଚରେ ଢ଼ଳା ପ୍ରତିମାକୁ ପୂଜା କଲେ।

ଯିହିଜିକଲ 20:7

ଏବଂ ମୁଁ ସମାନଙ୍କେୁ କହିଲି, ତୁମ୍ଭମାନେେ ଦେଖୁଥିବା ଘୃଣ୍ଯ ଛବିଗୁଡ଼ିକରୁ ମୁକ୍ତି ପାଅ ଏବଂ ମିଶରୀଯମାନଙ୍କ ମୂର୍ତ୍ତି ଦ୍ବାରା ତୁମ୍ଭମାନେେ ନିଜକୁ ଅପବିତ୍ର କର ନାହିଁ। ମୁଁ ତୁମ୍ଭମାନଙ୍କର ସଦାପ୍ରଭୁ ପରମେଶ୍ବର ଅଟେ।

Interlinear

Choose Theme