ନିହିମିୟା 7:43 · ଓଡ଼ିଆ ବାଇବେଲ
କଦ୍ମୀଯଲଙ୍କେ ଦ୍ବାରା ହଦେବାର ମାଧ୍ଯମ ରେ ଯଶୂେଯ ପରିବାରବର୍ଗରୁ ଆସିଥିବା ଲବେୀୟମାନଙ୍କର ସଂଖ୍ଯା 74 ଜଣ।
Cross references
ଏଜ୍ରା 2:40
ଲବେୀୟ ପରିବାରବର୍ଗରୁ ହୋଦବିଯର ପରିବାର ମଧ୍ଯରୁ ଯଶୂେଯ ଓ କଦ୍ମୀଯଲରେ ବଂଶଧର 74 ଜଣ।
ନିହିମିୟା 3:9
ସମାନଙ୍କେ ନିକଟରେ ୟିରୁଶାଲମସ୍ଥ ପ୍ରଦେଶର ଅର୍ଦ୍ଧଭାଗ ରେ ଅଧ୍ଯକ୍ଷ ହୂରର ପୁତ୍ର ରଫାଯ ଭଗ୍ନ ପ୍ରାଚୀର ଗଠନ କଲେ।
ନିହିମିୟା 10:10
ସମାନଙ୍କେର ଭାତୃଗଣ, ଶବନିଯ, ହାଦେିୟ, କଲିଟ୍, ପଲାଯ, ହାନନ୍,
ନିହିମିୟା 11:3
ପ୍ରଦେଶର ଏହି ପ୍ରଧାନବର୍ଗ ୟିରୁଶାଲମ ରେ ବାସ କଲେ। କିନ୍ତୁ ଯିହୁଦାର ଏବଂ ଇଶ୍ରାୟେଲର ଅନ୍ୟ ନଗର ରେ ଲୋକମାନେ, ଯାଜକମାନେ, ଲବେୀୟମାନେ, ନଥୀନୀଯମାନେ ଓ ଶଲୋମନଙ୍କର ଦାସଗଣର ସନ୍ତାନମାନେ ପ୍ରେତ୍ୟକକ ନିଜ ନିଜ ନଗର ରେ ବାସ କଲେ।
ନିହିମିୟା 12:8
ଲବେୀୟମାନେ ଯଥା: ଯଶୂେଯ, ବିନୁଯି, କଦ୍ମୀଯଲେ, ଶେ ରବେିଯ, ଯିହୁଦା ଓ ମତ୍ତନିଯ। ଏହି ମତ୍ତନିଯ ଓ ତାହାର ଭାତୃଗଣ ପ୍ରଶଂସାର୍ଥକ ଗୀତର ମୁଖ୍ଯ ଥିଲେ।