ପୁଣି ଆମ୍ଭମାନଙ୍କର ଶତୃ ସମସ୍ତେ ଓ ଆମ୍ଭମାନଙ୍କ ଚତୁର୍ଦ୍ଦିଗସ୍ଥ ଅନ୍ୟ ଦେଶୀଯ ସମସ୍ତେ ଏହା ଶୁଣି ଭୟ କଲେ ଓ ସମାନଙ୍କେର ବିଶ୍ବାସ ହରାଇଲେ। କାରଣ ଏହି କର୍ମ ଯେ ଆମ୍ଭମାନଙ୍କ ପରମେଶ୍ବରଙ୍କ ସାହାୟ୍ଯ ରେ ହେଲା, ଏହା ସମାନେେ ବୁଝିଲେ।
Cross references
ରଥର ଚକଗୁଡିକ ରଥରୁ ବାହାରିୟିବାରୁ, ସମାନଙ୍କେୁ ରଥଗୁଡିକ ଆଗଇେ ନବୋକୁ ବହୁତ କଷ୍ଟ ହେଲା। ମିଶରୀଯ ଲୋକମାନେ ଚିତ୍କାର କଲେ, ଚାଲ ଏଠାରୁ ପଳାଇ ୟିବା! ସଦାପ୍ରଭୁ ଇଶ୍ରାୟେଲୀୟ ଲୋକମାନଙ୍କ ପାଇଁ ଆମ୍ଭ ବିରୁଦ୍ଧ ରେ ୟୁଦ୍ଧ କରୁଛନ୍ତି।
କୈଣସି ଶକ୍ତି ୟାବୁକ ବଂଶକୁ ପରାସ୍ତ କରି ପାରିବ ନାହିଁ କିମ୍ବା କୌଣସି ମନ୍ତ୍ର ଇଶ୍ରାୟେଲକୁ ନିବୃତ୍ତ କରିପାରିବ ନାହିଁ। ଏହି କ୍ଷଣି ଯାକୁବ ଓ ଇଶ୍ରାୟେଲ ବିଷଯ ରେ କୁହାୟିବ; 'ପରମେଶ୍ବର କି କର୍ମ କରିଅଛନ୍ତି।'
ମୁ ଜାଣେ, ସଦାପ୍ରଭୁ ଏହି ଦେଶକକ୍ସ୍ଟ ତକ୍ସ୍ଟମ୍ଭ ଲୋକମାନଙ୍କୁ ଦଇେଛନ୍ତି ଏବଂ ତୁମ୍ଭମାନେେ ଆମ୍ଭଙ୍କକ୍ସ୍ଟ ଭୟ ଜନ୍ମାଉଅଛ, ଏହି ସକାେଶ ଏହି ଦେଶ ନିବାସୀ ସମସ୍ତେ ତୁମ୍ଭମାନଙ୍କୁ ଭୟ କରିଛନ୍ତି।
ଆମ୍ଭମାନେେ ଏହିପରି ମର୍ମନ୍ତକ୍ସ୍ଟଦ କଥାମାନ ଶକ୍ସ୍ଟଣି ଅତ୍ଯନ୍ତ ଭୟଭୀତ ହାଇେ ୟାଇଛକ୍ସ୍ଟ ଏବଂ କହେି ତକ୍ସ୍ଟମ୍ଭ ବିପକ୍ଷ ରେ ୟକ୍ସ୍ଟଦ୍ଧ କରିବା ପାଇଁ ସାହାସ କରୁ ନାହାଁନ୍ତି? କାରଣ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ବର ଉପରିସ୍ଥ ସ୍ବର୍ଗର ଓ ନୀଚସ୍ଥ ପୃଥିବୀର ପରମେଶ୍ବର ଅଟନ୍ତି।
ଇଶ୍ରାୟେଲର ଲୋକମାନେ ନଦୀ ପାର ହବୋ ପର୍ୟ୍ଯନ୍ତ ସଦାପ୍ରଭୁ ୟର୍ଦ୍ଦନ ନଦୀକକ୍ସ୍ଟ ଶକ୍ସ୍ଟଷ୍କ ରଖିଲେ। ଯେତବେେଳେ ୟର୍ଦ୍ଦନର ପଶ୍ଚିମ ପାରିସ୍ଥିତ ଇମାରେିଯ ରାଜାମାନେ ଓ ଭୂମଧ୍ଯ ସମକ୍ସ୍ଟଦ୍ର ନିକଟସ୍ଥ କିଣାନୀଯ ରାଜାମାନେ ଏହା ଶୁଣିଲେ, ସେତବେେଳେ ସମାନଙ୍କେର ହୃଦଯ ତରଳି ଗଲା ଓ ଇଶ୍ରାୟେଲମାନଙ୍କୁ ସମ୍ମକ୍ସ୍ଟଖୀନ ହବୋ ସକାେଶ ସମାନେେ ସମାନଙ୍କେର ସାହାସ ହରାଇଲେ।
ହାରୋଣୀଯ ସନ୍ବଲ୍ଲଟ ଓ ଅେମ୍ମାନୀୟ ଟୋବିୟ ଅଧିକାରୀଗଣ ଅତିଶଯ ଦୁଃଖିତ ହେଲ, ଯେତବେେଳେ ସମାନେେ ଶୁଣିଲେ ଯେ, ଜଣେ ବ୍ଯକ୍ତି ଇଶ୍ରାୟେଲର ସନ୍ତାନଗଣଙ୍କୁ ସାହାୟ୍ଯ କରିବା ପାଇଁ ଆସିଥିଲେ।
ସନ୍ବଲ୍ଲଟ ଯେତବେେଳେ ଶୁଣିଲା ଯେ ପ୍ରାଚୀର ଗଢା ହାଇଚେି, ସେ ଅତିଶଯ କୋପିତ ହାଇେ ୟିହୁଦୀଯଙ୍କୁ ପରିହାସ କଲା।
ମାତ୍ର ୟିରୁଶାଲମର ପ୍ରାଚୀରର ମରାମତି କାର୍ୟ୍ଯ ଅଗ୍ରସର ହେଉଅଛି ଓ ଗର୍ତ୍ତଗୁଡିକ ଭର୍ତ୍ତି ହବୋ ପାଇଁ ଯାଉଅଛି, ଏହା ଶୁଣି ସନ୍ବଲ୍ଲଟ୍ ଓ ଟୋବିୟ, ପୁଣି ଆରବୀଯମାନେ ଓ ଅେମ୍ମାନୀୟମାନେ ଓ ଅସ୍ଦୋଦୀଯମାନେ ଅତିଶଯ ରାଗି ଗଲେ।
ଏହାପରେ ସନ୍ବଲ୍ଲଟ୍, ଟୋବିୟ, ଆରବୀଯ ଗେଶମ ଓ ଆମ୍ଭମାନଙ୍କ ଶତୃମାନେ ଶୁଣିଲେ ଯେ, ମୁଁ ପ୍ରାଚୀର ନିର୍ମାଣ କରି ସାରିଛି। ପ୍ରାଚୀର ରେ ଆଉ ଗର୍ତ୍ତ ନ ଥିଲା, ମାତ୍ର କବାଟସବୁ ଫାଟକରେ ଲାଗି ନାହିଁ।
ଏହାପରେ ସହେି ଲୋକମାନେ ଜାଣିବେ, ୟେ ତୁମ୍ଭେ ମାେତେ ସାହାୟ୍ଯ କଲ। ଏହାପରେ ସମାନେେ ଜାଣିବେ ୟେ ଏହାଥିଲା ତୁମ୍ଭର ଶକ୍ତି ୟାହାକି ମାେତେ ସାହାୟ୍ଯ କଲା।
ଆମ୍ଭମାନେେ ଖୁସିରେ ପୂର୍ଣ୍ଣ ହାଇେଥିଲୁ ଏବଂ ଖୁସିରେ ଗୀତ ଗାଇଲୁ। ଅନ୍ୟ ଜାତିର ଲୋକମାନେ କହିଲେ, ସଦାପ୍ରଭୁ ସମାନଙ୍କେ ପାଇଁ ମହତ କର୍ମ କଲେ।
ଯେଉଁ ଲୋକମାନେ ସିୟୋନ୍କୁ ଘୃଣା କରନ୍ତି, ସମାନେେ ଲଜ୍ଜିତ ହୁଅନ୍ତୁ। ସମାନେେ ଅଟକି ୟାଆନ୍ତୁ ଏବଂ ଅନୁଧାବିତ ହୁଅନ୍ତୁ।
ସଦାପ୍ରଭୁ ହେଉଛନ୍ତି ଜଣେ ୟିଏ ୟିରୁଶାଲମକୁ ପୁନଃନିର୍ମାଣ କରନ୍ତି। ସେ ହିଁ ଜଣେ ଇଶ୍ରାୟେଲର ନିର୍ବସିତମାନଙ୍କୁ ଏକତ୍ରୀତ କରନ୍ତି।
ବର୍ତ୍ତମାନ ମୁଁ ତୁମ୍ଭମାନଙ୍କୁ କହୁଛି, ଏହି ଲୋକମାନଙ୍କଠାରୁ ଦୂର ରେ ରୁହ। ସମାନଙ୍କେୁ ଏକୁଟିଆ ଛାଡ଼ିଦିଅ। ଯଦି ସମାନଙ୍କେର ମନ୍ତ୍ରଣା ବା ଏହି କାମ ମନୁଷ୍ଯମାନଙ୍କ ପକ୍ଷରୁ ହାଇେଥାଏ, ତବେେ ତାହା ବିଫଳ ହବେ।