Home Bibles ନିହିମିୟା 5:10 · ଓଡ଼ିଆ ବାଇବେଲ
ନିହିମିୟା 5:10 · ଓଡ଼ିଆ ବାଇବେଲ

ମୁଁ, ମାରେ ଆତ୍ମୀଯଗଣ ଏବଂ ମାରେ ଦାସମାନେ ଅନ୍ୟମାନଙ୍କୁ ଟଙ୍କା ଏବଂ ଶସ୍ଯର ଉଧାର ଦେଉଅଛୁ। କିନ୍ତୁ ଆସ ସମାନଙ୍କେଠାରୁ ସୁଧ ଆଦାଯ କରିବା ନାହିଁ।

Cross references

ଯାତ୍ରା ପୁସ୍ତକ 22:25

ଯଦି ତୁମ୍ଭେ ଗରିବ ଲୋକକୁ ଧାର ଦିଅ, ୟିଏକି ମାରେ ଲୋକ ତୁମ୍ଭେ ତା ନିକଟରୁ ସୁଧ ନବେ ନାହିଁ। ମହାଜନ ପରି ବ୍ଯବହାର କରନାହିଁ।

ଦିତୀୟ ବିବରଣ 15:2

ଏହାର ବ୍ଯବସ୍ଥା ଏହିପରି ହବେ ଯେ କହେି ୟିଏ କି ଆପଣା ପ୍ରତିବେଶୀକକ୍ସ୍ଟ କରଜ ଦଇେଛି ତାହା ସେ ଛାଡ କରିଦବେ। ସେ ତା'ର ପଡ଼ୋଶୀଙ୍କକ୍ସ୍ଟ ଋଣ ପରିଶାଧେ ନିମନ୍ତେ ପଗ୍ଭରିବା ଉଚିତ୍ ନକ୍ସ୍ଟହଁ। କାରଣ ସଦାପ୍ରଭୁ ବ୍ଯବସ୍ଥା ଅନକ୍ସ୍ଟୟାଯୀ ସେ ଏହାକକ୍ସ୍ଟ ଋଣ ଛାଡର ବର୍ଷ ଘାଷେଣା କରିଛନ୍ତି।

ନିହିମିୟା 5:7

ମୁଁ ଏ ବିଷଯ ରେ ଚିନ୍ତା କଲି, ତା'ପରେ ମୁଁ କୁଳିନମାନଙ୍କ ଓ ଅଧିକାରୀମାନଙ୍କ ବିରୁଦ୍ଧ ରେ ଏକ ନ୍ଯାଯିକ ବାଦାନୁବାଦ କଲି। ମୁଁ ସମାନଙ୍କେୁ କହିଲି, ତୁମ୍ଭମାନେେ ତୁମ୍ଭ ଭାଇମାନଙ୍କଠାରୁ ସୁଧ ନେଉଛ, ତୁମ୍ଭର ସଇଟୋ ବନ୍ଦକରିବା ଉଚିତ୍। ଏହାପରେ ମୁଁ ଏକ ମହାସଭା ଡାକିବି।

ନିହିମିୟା 10:32

ଆମ୍ଭମାନେେ ଆପଣାମାନଙ୍କ ପରମେଶ୍ବରଙ୍କ ସବୋକାର୍ୟ୍ଯ ନିମନ୍ତେ ତାଙ୍କର ନିର୍ଦ୍ଦେଶସବୁ ମାନିବୁ। ଏବଂ ଏକ ତୃତୀଯାଂଶ ଶକେଲ ରୂପା ପ୍ରତିବର୍ଷ ପରମେଶ୍ବରଙ୍କ ମନ୍ଦିର କାର୍ୟ୍ଯ ପାଇଁ ଦବେୁ।

ଗୀତସଂହିତା 15:5

ୟଦି ଜଣେ ବ୍ଯକ୍ତି କିଛି ଧନ କରଜ ଦିଏ ଓ ସେ ସହେି ଜନଠାରୁ କୌଣସି ସୁଧ ଆଦାଯ କରେ ନାହିଁ କିଅବା ସହେି ବ୍ଯକ୍ତି ନିରୀହ ଲୋକମାନଙ୍କୁ ଆଘାତ କରି ମୁଦ୍ରା ନିଏ ନାହିଁ। ଏହିପରି ଯେଉଁ ବ୍ଯକ୍ତି କରେ, ତବେେ ସହେି ଧାର୍ମିକ ସର୍ବଦା ପରମେଶ୍ବରଙ୍କ ନିକଟରେ ଅବସ୍ଥାନ କରିବ।

ଯିହିଜିକଲ 18:7

ସେ କାହାରି ପ୍ରତି ଅନ୍ଯାଯ କରି ନାହିଁ। ଆଉ ସେ ଋଣଗ୍ରହୀତାକୁ ତା'ର ବନ୍ଧକ ଫରୋଇ ଦଇେଛି। ସେ ତାହାର କିଛି ଚୋରି କରି ନାହିଁ। ସେ ଆପଣାର ଭକ୍ଷ୍ଯ ଦ୍ରବ୍ଯକୁ କ୍ଷୁଧାର୍ତ୍ତକୁ ଦଇେଅଛି ଓ ଉଲଗ୍ନ ଲୋକକୁ ବସ୍ତ୍ର ଦଇେଅଛି।

ଯିହିଜିକଲ 18:8

ସେ ଋଣ ଦଇେ ସୁଧ ନଇେ ନାହିଁ କିମ୍ବା ସୁଧ ଦାବି କରି ନାହିଁ। ସେ ମନ୍ଦରୁ ଦୂର ରେ ରହେ ଏବଂ ସମସ୍ତଙ୍କୁ ଉତ୍ତମ ବ୍ଯବହାର କରେ।

ଯିହିଜିକଲ 18:13

ଏବଂ ଘୃଣ୍ଯ କର୍ମ କରେ, ଋଣ ଦଇେ ସୁଧ ଆଦାଯ କରେ, ସେ ବଞ୍ଚିବ କି ? ନିଶ୍ଚିତ ଭାବରେ ନୁହେଁ। ସେ ନିଶ୍ଚିତ ଭାବରେ ମରିବ କାରଣ ସେ ସବୁ ଘୃଣ୍ଯ କାର୍ୟ୍ଯ କରେ। ଏବଂ ସେ ତା'ର ନିଜର ମୃତ୍ଯୁ ପାଇଁ ଦାଯୀ ରହିବ।

ମୀଖା 2:1

ଯେଉଁମାନେ ପାପ ଚିନ୍ତା କରନ୍ତି, ଦୁଃଖ ଦୁର୍ଦ୍ଦଶା ସମାନଙ୍କେ ନିକଟକୁ ଆ ସେ। ସହେି ଲୋକମାନେ ନିଜ ନିଜ ଶୟ୍ଯା ଉପ ରେ ପଡିରହି ମନ୍ଦ କଥା ଚିନ୍ତା କରନ୍ତି। ଯେତବେେଳେ ପ୍ରଭାତ ହୁଏ, ପାଞ୍ଚିଥିବା ମନ୍ଦ କଥାକୁ କାର୍ୟ୍ଯକାରୀ କରନ୍ତି। କାରଣ ସହଜ ରେ ସେ କାର୍ୟ୍ଯ କରିବାକୁ ତାଙ୍କର ସେ ଶକ୍ତି ଥାଏ।

ଲୂକଲିଖିତ ସୁସମାଚାର 3:13

ଯୋହନ ସମାନଙ୍କେୁ କହିଲେ, ତୁମ୍ଭକୁ ଯେତିକି ନବୋକୁ ଆଦେଶ ଦିଆଯାଇଛି, ତା ଠାରୁ ଅଧିକ କର ଲୋକମାନଙ୍କ ଠାରୁ ନିଅ ନାହିଁ।

କରିନ୍ଥୀୟଙ୍କ ପ୍ରତି ପ୍ରଥମ ପତ୍ର 9:12

ଯଦି ଅନ୍ୟମାନଙ୍କର ତୁମ୍ଭଠା ରେ ଏହି ଦାବୀ ଅଛି, ତବେେ ଆମ୍ଭର କ'ଣ ଏଥି ରେ ଅଧିକ ଦାବୀ ନାହିଁ ? କିନ୍ତୁ ଆମ୍ଭେ ଏହି ଅଧିକାର ପ୍ରଯୋଗ କରି ନାହୁଁ। ବରଂ ଖ୍ରୀଷ୍ଟଙ୍କର ସୁସମାଚାର କାର୍ୟ୍ଯ କାଳେ ବାଧାପ୍ରାପ୍ତ ହବେ, ଏଥିପାଇଁ ଆମ୍ଭେ ସହ୍ଯ କରିଅଛୁ।

କରିନ୍ଥୀୟଙ୍କ ପ୍ରତି ଦ୍ୱିତୀୟ ପତ୍ର 5:11

ଆମ୍ଭେ ଜାଣୁ ଯେ, ପ୍ରଭୁଙ୍କୁ ଭୟ କରିବା ଅର୍ଥ କ'ଣ ଅଟେ। ସେଥିପାଇଁ ଲୋକମାନଙ୍କୁ ସତ୍ଯ ଗ୍ରହଣ କରିବା ପାଇଁ ଆମ୍ଭେ ବୁଝାଉଁ। ପରମେଶ୍ବର ଜାଣନ୍ତି ଯେ, ଆମ୍ଭେ ପ୍ରକୃତ ରେ କ'ଣ ଓ ମୁଁ ଆଶା କରେ, ତୁମ୍ଭେ ମଧ୍ଯ ଆମ୍ଭର ପ୍ରକୃତ ପରିଚୟ ପାଇପାରିବ।

କରିନ୍ଥୀୟଙ୍କ ପ୍ରତି ଦ୍ୱିତୀୟ ପତ୍ର 5:20

ସେ ଆମ୍ଭ ମାଧ୍ଯମ ରେ ପୃଥିବୀର ଲୋକମାନଙ୍କୁ ଡ଼ାକୁଛନ୍ତି। ଯେତବେେଳେ ଆମ୍ଭେ ତୁମ୍ଭମାନଙ୍କୁ ପରମେଶ୍ବରଙ୍କ ସହିତ ପୁନର୍ମିଳିତ ହବୋ ପାଇଁ ଅନୁ ରୋଧ କରୁ,

କରିନ୍ଥୀୟଙ୍କ ପ୍ରତି ଦ୍ୱିତୀୟ ପତ୍ର 6:1

ଆମ୍ଭମାନେେ ପରମେଶ୍ବରଙ୍କ ସହିତ କାମ କରୁଥିବା ହତେୁ ତୁମ୍ଭମାନଙ୍କୁ ବିନତି କରୁ ଯେ, ପରମେଶ୍ବରଙ୍କ ଠାରୁ ଯେଉଁ ଅନୁଗ୍ରହ ତୁମ୍ଭମାନେେ ପାଇଛ, ତାହା ଯେପରି ବ୍ଯର୍ଥ ନ ଯାଏ।

ଫିଲୀମୋନଙ୍କ ପ୍ରତି ପତ୍ର 1:8

କେତଗେୁଡ଼ିଏ କଥା ତୁମ୍ଭର କରିବା ଉଚିତ୍। ଖ୍ରୀଷ୍ଟ ରେ ଭାଇ ହିସାବ ରେ ସତ୍ କାର୍ୟ୍ଯ କରିବା ନିମନ୍ତେ ତୁମ୍ଭକୁ ଆଦେଶ ଦବୋର ମାରେ ଅଧିକାର ଅଛି।

Interlinear

Choose Theme