ନିହିମିୟା 4:22 · ଓଡ଼ିଆ ବାଇବେଲ
ସହେି ସମୟରେ ଆମ୍ଭେ ଲୋକମାନଙ୍କୁ ଆହୁରି କହିଲୁ, ପ୍ରେତ୍ୟକକ ଲୋକ ରାତ୍ରି କାଳ ରେ ଆପଣା ଆପଣା ଦାସ ସହିତ ୟିରୁଶାଲମ ଭିତ ରେ ରୁହନ୍ତୁ। ତହିଁରେ ସମାନେେ ରାତ୍ରି ରେ ଆମ୍ଭମାନଙ୍କର ପ୍ରହରୀ ହାଇେ ପାରିବେ ଓ ଦିବସ ରେ କର୍ମ କରିପାରିବେ।
Cross references
ନିହିମିୟା 11:1
ଇଶ୍ରାୟେଲମାନଙ୍କର ଅଧିପତିମାନେ ୟିରୁଶାଲମ ରେ ବାସ କଲେ। ଅବଶିଷ୍ଟ ଲୋକମାନେ ପବିତ୍ର ନଗର ୟିରୁଶାଲମ ରେ ବାସ କରିବା ନିମନ୍ତେ ପ୍ରତି ଦଶଜଣ ମଧ୍ଯରୁ ଜଣଙ୍କୁ ସେ ସ୍ଥାନକୁ ଆଣିବା ପାଇଁ ଓ ଅନ୍ୟ ନଅ ଜଣଙ୍କୁ ଅନ୍ଯାନ ନଗର ରେ ବାସ କରିବାକୁ ଗୁଲିବାଣ୍ଟ କଲେ।