ଏହିରୂପେ ମୁଁ ସମାନଙ୍କେୁ ବିଦେଶୀଯ ସମସ୍ତଙ୍କଠାରୁ ପରିସ୍କାର କଲି ଓ ପ୍ରେତ୍ୟକକର କାର୍ୟ୍ଯ ଅନୁସାରେ ଯାଜକମାନଙ୍କର ଓ ଲବେୀୟମାନଙ୍କର କାର୍ୟ୍ଯ ନିରୂପଣ କଲି।
Cross references
ଦାଉଦ ବୃଦ୍ଧ ହେଲେ, ତେଣୁ ସେ ତାଙ୍କର ପୁତ୍ର ଶଲୋମନଙ୍କୁ ଇଶ୍ରାୟେଲର ନୂତନ ରାଜା କଲେ।
କିନ୍ତୁ ଆମ୍ଭମାନଙ୍କ ନିମନ୍ତେ, ସଦାପ୍ରଭୁ ଆମ୍ଭମାନଙ୍କର ପରମେଶ୍ବର ଅଟନ୍ତି। ଆମ୍ଭମାନେେ ଯିହୁଦାର ଲୋକମାନେ ପରମେଶ୍ବରଙ୍କୁ ମାନିବା ନିମନ୍ତେ ମନା କରି ନାହୁଁ। ଆମ୍ଭମାନେେ ତାହାଙ୍କୁ ପରିତ୍ଯାଗ କରି ନାହୁଁ। ଯେଉଁ ଯାଜକମାନେ ସଦପ୍ରଭୁଙ୍କର ସବୋ କରନ୍ତି, ସମାନେେ ହାରୋଣଙ୍କର ପୁତ୍ରଗଣ ଅଟନ୍ତି। ଲବେୀୟମାନେ ସମାନଙ୍କେୁ ସମାନଙ୍କେର କାମ କରିବା ରେ ସାହାୟ୍ଯ କରନ୍ତି।
ସମାନେେ ପ୍ରତିଜ୍ଞା କରି କହିଲେ, ଆମ୍ଭମାନେେ ଅନ୍ୟ ଦେଶୀଯ ଲୋକମାନଙ୍କୁ ଆପଣାମାନଙ୍କ କନ୍ଯାଗଣ ଦବେୁ ନାହିଁ। କି ଆପଣାମାନଙ୍କ ପୁତ୍ରଗଣ ନିମନ୍ତେ ସମାନଙ୍କେ କନ୍ଯାଗଣ ଗ୍ରହଣ କରିବୁ ନାହିଁ।
ଏହିମାନେ ହେଉଛନ୍ତି ଯାଜକ ଓ ଲବେୀୟ, ଶଲ୍ଟୀଯଲରେ ପୁତ୍ର ସଋଦ୍ଦାବିଲ ଓ ଯଶୂେଯ ସଙ୍ଗେ ଆସିଲେ, ସମାନେେ ହେଲେ ସରାଯ, ଯିରିମିୟ, ଏଜ୍ରା,