Home Bibles ନିହିମିୟା 13:21 · ଓଡ଼ିଆ ବାଇବେଲ
ନିହିମିୟା 13:21 · ଓଡ଼ିଆ ବାଇବେଲ

ତାପରେ ମୁଁ ସମାନଙ୍କେୁ ସତର୍କ କଲି ଏବଂ କହିଲି, ତୁମ୍ଭମାନେେ କାହିଁକି ପ୍ରାଚୀର ନିକଟରେ ରାତ୍ରି ୟାପନ କରୁଅଛ? ତୁମ୍ଭମାନେେ ଆଉ ଥରେ ଏପରି କଲେ ମୁଁ ତୁମ୍ଭମାନଙ୍କୁ ଧରିବି। ସହେି ସମଯାବଧି ସମାନେେ ଆଉ ବିଶ୍ରାମବାର ରେ ଆସିଲେ ନାହିଁ।

Cross references

ଏଜ୍ରା 7:26

ଯଦି କୌଣସି ଲୋକ ତୁମ୍ଭ ପରମେଶ୍ବରଙ୍କ ବ୍ଯବସ୍ଥା ନ ମାନିବ, ରାଜାଙ୍କର ବ୍ଯବସ୍ଥା ନ ମାନିବ, ସମାନେେ ନିଶ୍ଚିତ ରେ ଦଣ୍ତିତ ହବେେ। ତାହାର ଏହି ଦଣ୍ତ ତାର ଦୋଷ ଉପରେ ନିର୍ଭର କରେ। ତାହା ମୃତ୍ଯୁଦଣ୍ତ ହାଇପୋ ରେ, ନିର୍ବାସିତ ହାଇପୋ ରେ, ତାକୁ ଅର୍ଥଦଣ୍ତ ହାଇପୋ ରେ ବା ବନ୍ଦୀତ୍ବ ଦଣ୍ତ ଦିଆୟାଇ ପା ରେ।

ନିହିମିୟା 10:32

ଆମ୍ଭମାନେେ ଆପଣାମାନଙ୍କ ପରମେଶ୍ବରଙ୍କ ସବୋକାର୍ୟ୍ଯ ନିମନ୍ତେ ତାଙ୍କର ନିର୍ଦ୍ଦେଶସବୁ ମାନିବୁ। ଏବଂ ଏକ ତୃତୀଯାଂଶ ଶକେଲ ରୂପା ପ୍ରତିବର୍ଷ ପରମେଶ୍ବରଙ୍କ ମନ୍ଦିର କାର୍ୟ୍ଯ ପାଇଁ ଦବେୁ।

ନିହିମିୟା 13:15

ସହେି ସମୟରେ ମୁଁ ଯିହୁଦା ମଧିଅରେ କେତକେ ଲୋକଙ୍କୁ ବିଶ୍ରାମ ଦିନ ରେ ଦ୍ରାକ୍ଷାୟନ୍ତ୍ର ଦଳିବାର ଓ ବିଡା ଭିତରକୁ ଆଣିବାର ଓ ଗଧର୍ଭ ଉପରେ ବୋଝଇେ କରିବାର ମଧ୍ଯ ବିଶ୍ରାମ ଦିନ ରେ ଦ୍ରାକ୍ଷାରସ, ଦ୍ରାକ୍ଷାଫଳ ଓ ଡିମ୍ବିରିଫଳ ଓ ସର୍ବପ୍ରକାର ବୋଝ ୟିରୁଶାଲମକୁ ଆଣିବାର ଦେଖିଲି। ତେଣୁ ବିଶ୍ରାମ ଦିନ ରେ କୌଣସି ଖାଦ୍ୟ ବିକ୍ରଯ ନ କରିବାକୁ ମୁଁ ସମାନଙ୍କେୁ ସତର୍କ କଲି।

ରୋମୀୟଙ୍କ ପ୍ରତି ପତ୍ର 13:3

ଯେଉଁ ମାନେ ଠିକ୍ କାମ କରନ୍ତି, ଶାସକଙ୍କୁ ଭୟ କରିବାର କୌଣସି କାରଣ ସମାନଙ୍କେଠା ରେ ନାହିଁ, କିନ୍ତୁ ଯେଉଁମାନେ ମନ୍ଦ ବା ଭୁଲ କାମ କରନ୍ତି ସମାନେେ ଭୟ କରିବାକୁ ବାଧ୍ଯ। ଶାସକ ମାନଙ୍କ ଭୟରୁ ମୁକ୍ତି କରିବା ପାଇଁ ଏକ ମାତ୍ର ଉପାୟ ହେଉଛି ଭଲ କାମ କରିବା। ଭଲ କାମ କଲେ ଶାସକମାନେ ତୁମ୍ଭର ପ୍ରଶଂସା କରିବେ।

ପିତରଙ୍କ ପ୍ରଥମ ପତ୍ 2:14

ରାଜାଙ୍କ ଦ୍ବାରା ପ୍ ରରେିତ ନେତାମାନଙ୍କର ଆଜ୍ଞା ପାଳନ କର। ମନ୍ଦ କାମ କରୁଥିବା ଲୋକଙ୍କୁ ଦଣ୍ଡ ଦବୋ ଓ ଭଲ କାମ କରୁଥିବା ଲୋକଙ୍କୁ ପ୍ରଶଂସା କରିବା ଲାଗି ସମାନଙ୍କେୁ ପଠାଯାଇଥାଏ।

Interlinear

Choose Theme