ତେଣୁ ମୁଁ ଅଧିକାରୀମାନଙ୍କୁ ପଗ୍ଭରିଲି, କାହିଁକି ତୁମ୍ଭେ ପରମେଶ୍ବରଙ୍କ ମନ୍ଦିରର ଅବ ହଳୋ କଲ? ଏ ବିଷଯ ରେ ମୁଁ ସମାନଙ୍କେ ସହିତ ୟୁକ୍ତିତର୍କ କଲି। ତାପରେ ମୁଁ ଲବେୀୟମାନଙ୍କୁ ଏକତ୍ର କଲି ଏବଂ ସମାନଙ୍କେୁ ସମାନଙ୍କେର ନିଜ କ୍ଷେତ୍ର ରେ ନିୟୁକ୍ତି କଲି।
Cross references
ଏହିରୂପରେ, ସଦାପ୍ରଭୁଙ୍କ ବିପକ୍ଷ ରେ ସହେି ଏଲିଙ୍କ ପକ୍ସ୍ଟତ୍ରମାନଙ୍କର ପାପ ଅତି ଭାରି ହେଲା କାରଣ ସହେି ଲୋକମାନେ ସଦାପ୍ରଭୁଙ୍କର ନବୈେଦ୍ଯ ତକ୍ସ୍ଟଚ୍ଛଜ୍ଞାନ କଲେ।
ଯେତବେେଳେ ମୁଁ ସମାନଙ୍କେର ଏହି ଅଭିଯୋଗ ସବୁ ଶୁଣିଲି, ମୁଁ ଅତ୍ଯନ୍ତ କୃଦ୍ଧ ହଲିେ।
ଇଶ୍ରାୟେଲର ଲୋକମାନେ ଏବଂ ଲବେୀୟମାନେ ଭଣ୍ତାର ଗୃହକୁ ନିଶ୍ଚିତ ରେ ତାଙ୍କର ଉପହାର ଆଣିବେ। ସମାନେେ ଶସ୍ଯ, ଦ୍ରାକ୍ଷାରସ, ତୈଳ ସହେି କୋଠରୀକୁ ଆଣିବେ, ଯେଉଁଠା ରେ ଦାଯିତ୍ବ ରେ ଥିବା ଯାଜକମାନେ, ଦ୍ବାରପାଳଗଣ ଓ ଗାଯକମାନେ ପବିତ୍ର ସାମଗ୍ରୀ ରଖନ୍ତି। ଏବଂ ଆମ୍ଭମାନେେ ଆମ୍ଭମାନଙ୍କର ପରମେଶ୍ବରଙ୍କ ମନ୍ଦିର ପ୍ରତି ହଳୋ କରିବୁ ନାହିଁ।
ଏଥିପାଇଁ ମୁଁ ଯିହୁଦାର କୁଳୀନ ନାଗରିକମାନଙ୍କ ସଙ୍ଗେ ୟୁକ୍ତି କରି କରି ସମାନଙ୍କେୁ କହିଲି, ତୁମ୍ଭମାନେେ ବିଶ୍ରାମ ଦିନ ଅପବିତ୍ର କରିବା ପାଇଁ ବହୁତ କୁକର୍ମ କରୁଅଛ?
ତେଣୁ ମୁଁ ସମାନଙ୍କେ ସହିତ ବାଦାନୁବାଦ କଲି ଓ ସମାନଙ୍କେୁ ଅଭିଶାପ ଦଲେି। ସମାନଙ୍କେ ମଧ୍ଯରୁ କେତକଙ୍କେୁ ପ୍ରହାର କଲି। ମୁଁ ସମାନଙ୍କେ ଦାଢି ମଧ୍ଯ ଉତ୍ପାଟନ କଲି ଏବଂ ପରମେଶ୍ବରଙ୍କ ନାମ ରେ ସମାନଙ୍କେୁ ପ୍ରତିଜ୍ଞା କରାଇଲି, ତୁମ୍ଭମାନେେ ସମାନଙ୍କେ ପୁତ୍ରମାନଙ୍କୁ ଆପଣାର କନ୍ଯା ଦିଅନାହିଁ ଏବଂ କିମ୍ବା ଆପଣା ପୁତ୍ର ନିମନ୍ତେ ସମାନଙ୍କେ କନ୍ଯା ଗ୍ରହଣ କର ନାହିଁ।
ଅନ୍ୟ ଲୋକମାନେ କ'ଣ କହିବେ ତାହାକୁ ମୁଁ କବେେ ଭୟ କରି ନାହିଁ। ସହେି ଭୟ ମାେତେ କବେେ ନିରବ କରାଇ ନାହିଁ। ବାହାରକୁ ୟିବା ପାଇଁ ମାେତେ କବେେ ପ୍ରତି ରୋଧ କରି ନାହିଁ। ଅନ୍ୟ ଲୋକର ଘୃଣାକୁ ମୁଁ କବେେ ଭୟ କରି ନାହିଁ।
ବ୍ଯବସ୍ଥା ତ୍ଯାଗକାରୀମାନେ ଦୁଷ୍ଟମାନଙ୍କୁ ପ୍ରଶଂସା କରନ୍ତି। ମାତ୍ର ଆଜ୍ଞାପାଳିକା ଲୋକମାନେ ସମାନଙ୍କେୁ ବିରୋଧ କରନ୍ତି।
ଉତ୍ତର ରେ ସର୍ବଶକ୍ତିମାନ୍ ସଦାପ୍ରଭୁ କହିଲେ,ତୁମ୍ଭମାନେେ ପରମେଶ୍ବରଙ୍କ ଦ୍ରବ୍ଯ ଗ୍ଭରେି କରିବା ବନ୍ଦ କର। ପରମେଶ୍ବରଙ୍କ ଦ୍ରବ୍ଯ ଗ୍ଭରେିକରିବା ଉଚିତ ନୁହେଁ। ମାତ୍ର ତୁମ୍ଭମାନେେ ଆମ୍ଭର ଦ୍ରବ୍ଯ ଗ୍ଭରେିକଲ।