ନିହିମିୟା 12:41 · ଓଡ଼ିଆ ବାଇବେଲ
ଇଲିଯାକୀମ, ମା ସଯେ, ମିନ୍ଯାମୀନ୍, ମୀଖାଯ, ଇଲିଯୋ-ଐନଯ, ଜିଖରିଯ, ହନାନିଯ, ଆଦି ଯାଜକଗଣ ମଧିଅରେ ଅନ୍ୟତମ ଯେଉଁମାନେ ତୂରୀ ବାଦନ କରୁଥିଲେ।
Cross references
ନିହିମିୟା 8:7
ଯଶୂେଯ, ବାନି, ଶେ ରବେିଯ, ୟାମୀନ୍, ଅକ୍କ୍କବ୍, ଶଦ୍ଦଥଯ, ଦୋଦୀଯ, ମା ସଯେ, କଲିଟ୍, ଅସରିଯ, ୟୋଷାବଦ୍, ହାନନ୍, ପଲାଯ ଏହି ଲୋକମାନେ ଲବେୀୟ ଗୋଷ୍ଠୀର ଥିଲେ। ସମାନେେ ଲୋକମାନଙ୍କୁ ବ୍ଯବସ୍ଥା ବୁଝାଇ ଦେଲେ ଏବଂ ଲୋକମାନେ ନିଜ ନିଜ ସ୍ଥାନ ରେ ଛିଡା ହାଇେ ରହିଲେ।
ନିହିମିୟା 10:7
ମଶୁଲ୍ଲମ୍, ଅବିଯ, ମିଯାମୀନ,