Home Bibles ନିହିମିୟା 12:28 · ଓଡ଼ିଆ ବାଇବେଲ
ନିହିମିୟା 12:28 · ଓଡ଼ିଆ ବାଇବେଲ

ଗାଯକମାନେ ୟିରୁଶାଲମର ଚତୁର୍ଦ୍ଦିଗରୁ ଓ ନଟୋଫାତୀଯମାନଙ୍କ ଗ୍ରାମରୁ ଆସିଲେ। ବୈଥ୍-ଗିଲ୍ଗଲରୁ ଆଉ ଗବୋ ଓ ଅସ୍ମାବତ କ୍ଷେତ୍ରରୁ ଏକତ୍ରୀତ ହେଲେ।

Cross references

ପ୍ରଥମ ବଂଶାବଳୀ 2:54

ଶଲୂମଙ୍କର ବଂଶଧରମାନେ ଥିଲେ, ବୈଥଲହେମ୍ ନଟୋଫାତୀୟ, ଅଟ୍ରୋତ୍ବେତ୍ ଯୋୟାବ ମନହୋତୀୟର ସରାରୀୟର ଅର୍ଧେକ ଲୋକ,

ପ୍ରଥମ ବଂଶାବଳୀ 9:16

ଓବଦିଯ ଶମଯିଯଙ୍କ ପୁତ୍ର ଥିଲେ। ଶମଯିଯ ଗାଲଲ୍ଙ୍କ ପୁତ୍ର ଥିଲେ। ଗାଲ ୟିଦୂଥନ୍ଙ୍କ ପୁତ୍ର ଥିଲେ। ବରେିଖିଯ ଆସାଙ୍କ ପୁତ୍ର ଥିଲେ। ଆସା ଇଲକାନାଙ୍କ ପୁତ୍ର ଥିଲେ। ସେ ନଟୋଫା ରେ ଲୋକମାନଙ୍କ ସହର ରେ ବାସ କରୁଥିଲେ।

ନିହିମିୟା 3:22

ତା'ପରକୁ ପ୍ରାନ୍ତର ବାସୀ ଯାଜକମାନେ ଭଗ୍ନ ଅଂଶ ଗଠନ କଲେ।

ନିହିମିୟା 6:2

ସେତବେେଳେ ସନ୍ବଲ୍ଲଟ ଓ ଗେଶମ ମାେ ନିକଟକୁ ଲୋକ ପଠାଇ କହିଲେ, ଆସ ଆମ୍ଭମାନେେ ଓନୋ ପଦାସ୍ଥିତ କୌଣସି ଏକ ଗ୍ରାମ ରେ ସାକ୍ଷାତ କରିବା। ମାତ୍ର ସମାନେେ ମାରେ ହିଂସା କରିବାକୁ ବିଗ୍ଭର କରିଥିଲେ।

ନିହିମିୟା 7:26

ବୈଥଲହମେ ଓ ନଟୋଫା ସହରରୁ 188 ଜଣ।

ନିହିମିୟା 13:10

ମୁଁ ଜାଣିବାକୁ ପାଇଲି ଯେ, ଲବେୀୟମାନଙ୍କ ଅଂଶ ତାଙ୍କୁ ଦିଆୟାଇ ନଥିଲା। ତେଣୁ ଲବେୀୟମାନେ ଓ ଗାଯକମାନେ ଯେଉଁମାନେ ମନ୍ଦିର ରେ କାର୍ୟ୍ଯ କରୁଥିଲେ ପ୍ରେତ୍ୟକକ ନିଜ ନିଜ ଭୂମିକୁ ଫରେି ୟାଇଥିଲେ।

Interlinear

Choose Theme