Home Bibles ନିହିମିୟା 11:6 · ଓଡ଼ିଆ ବାଇବେଲ
ନିହିମିୟା 11:6 · ଓଡ଼ିଆ ବାଇବେଲ

ପରେସର ବଂଶଧର ମାଟେ 468 ଜଣ ବୀର ପୁରୁଷ ୟିରୁଶାଲମ ରେ ବାସ କଲେ।

Cross references

ଆଦି ପୁସ୍ତକ 38:29

ମାତ୍ର ସେ ଆପଣା ହସ୍ତ ଟାଣି ନିଅନ୍ତେ, ଦେଖ ତାହାର ଭ୍ରାତା ଭୂମିଷ୍ଠ ହେଲା, ତହିଁରେ ଧାତ୍ରୀ କହିଲା, ତୁମ୍ଭେ ଜାରେ କରି ଭଦେ କରିଅଛ। ତେଣୁ ତା'ର ନାମ ପରେସ୍।

ଗଣନା ପୁସ୍ତକ 26:20

ସରହଠାରୁେ ସରହେୀଯ ଗୋଷ୍ଠୀ। ଯିହୁଦାର ଦୁଇପୁତ୍ର ଏର ଓ ଓନନ କିଣାନ ଦେଶ ରେ ହତ୍ଯା କରାୟାଇଥିଲେ।

ପ୍ରଥମ ବଂଶାବଳୀ 9:4

ଊଥଯ ଅମ୍ମୀହୂଦ୍ଙ୍କ ପୁତ୍ର ଥିଲେ। ଅମ୍ମୀହୂଦ୍ ଅମ୍ରିଙ୍କ ପୁତ୍ର ଥିଲେ। ଅମ୍ରି ଇମ୍ରିଙ୍କ ପୁତ୍ର ଥିଲେ। ଇମ୍ରି ବାନିଙ୍କ ପୁତ୍ର ଥିଲେ। ବାନି ପରେସ୍ଙ୍କ ଜଣେ ବଂଶଧର ଥିଲେ। ପରେସ୍ ଯିହୁଦାଙ୍କ ପୁତ୍ର ଥିଲେ।

Interlinear

Choose Theme