Home Bibles ନିହିମିୟା 11:35 · ଓଡ଼ିଆ ବାଇବେଲ
ନିହିମିୟା 11:35 · ଓଡ଼ିଆ ବାଇବେଲ

ଲୋଦ ଓ ଓନୋ, ଶିଳ୍ପକାରମାନଙ୍କ ଉପତ୍ୟକା ରେ ବାସ କଲେ।

Cross references

ପ୍ରଥମ ବଂଶାବଳୀ 4:14

ମିୟନୋଥୟ ଅଫ୍ରାଙ୍କର ପିତା ଥିଲେ।

ପ୍ରଥମ ବଂଶାବଳୀ 8:12

ଇଲ୍ପାଲଙ୍କ ପୁତ୍ରମାନେ ଥିଲେ ଏବର୍, ମିଶିଯମ୍, ଶମେଦ୍। ଶମଦେ, ଓନୋ ଓ ଲୋଦ୍ ସହିତ ଏହାର ନଗର ନିର୍ମାଣ କଲେ।

ନିହିମିୟା 6:2

ସେତବେେଳେ ସନ୍ବଲ୍ଲଟ ଓ ଗେଶମ ମାେ ନିକଟକୁ ଲୋକ ପଠାଇ କହିଲେ, ଆସ ଆମ୍ଭମାନେେ ଓନୋ ପଦାସ୍ଥିତ କୌଣସି ଏକ ଗ୍ରାମ ରେ ସାକ୍ଷାତ କରିବା। ମାତ୍ର ସମାନେେ ମାରେ ହିଂସା କରିବାକୁ ବିଗ୍ଭର କରିଥିଲେ।

ନିହିମିୟା 7:37

ଲୋଦ୍, ହାଦୀନ୍ ଓ ଓନୋ ସହରରୁ 721 ଜଣ।

Interlinear

Choose Theme