Home Bibles ନିହିମିୟା 11:32 · ଓଡ଼ିଆ ବାଇବେଲ
ନିହିମିୟା 11:32 · ଓଡ଼ିଆ ବାଇବେଲ

ଅନାଥୋତ, ନୋବ୍, ଓ ଅନନିଯା ରେ

Cross references

ଯିହୋଶୂୟ 21:18

ଅନାେଥାତ୍ ଓ ତା'ର ତଳଭୂମି, ଅଲ୍ମୋନ୍ ଓ ତା'ର ତଳଭୂମି, ଏହିପରି ଗ୍ଭରିଟି ନଗର ଦେଲେ।

ପ୍ରଥମ ଶାମୁୟେଲ 21:1

ତା'ପରେ ଦାଉଦ ପଳାଇଲେ ଏବଂ ଯୋନାଥନ ସହରକକ୍ସ୍ଟ ଫରେିଗଲେ।

ପ୍ରଥମ ଶାମୁୟେଲ 21:2

ଦାଉଦ ନୋବକକ୍ସ୍ଟ ଗଲେ। ଯାଜକ ଅହୀମଲକେକକ୍ସ୍ଟ ଦଖାେ କରିବାକୁ ଗଲେ।

ପ୍ରଥମ ଶାମୁୟେଲ 22:19

ସେ ଯାଜକମାନଙ୍କର ନୋବ୍ ନଗରକକ୍ସ୍ଟ ଖଣ୍ତା ରେ ଆଘାତ କଲା, ଦୋଯଗେ ନୋବ୍ର ସମସ୍ତ ଲୋକମାନଙ୍କୁ ହତ୍ଯା କଲା। ଏପରିକି ପିଲା, ସ୍ତ୍ରୀ, ପୁରୁଷ ସ୍ତନ୍ଯପାଯୀ ଶିଶକ୍ସ୍ଟ ଏବଂ ସମାନଙ୍କେର ଗାଈ, ଗଧ ଓ ମଷେମାନଙ୍କୁ ହତ୍ଯା କଲା।

ନିହିମିୟା 7:27

ଅନାେଥାତର ଲୋକ 128 ଜଣ।

ଯିଶାଇୟ 10:30

ହେ ଶଲ୍ଲୀମର କନ୍ଯା, ଉଚ୍ଚସ୍ବର ରେ ପାଟି କର। ହେ ଲଯିଶ, ଶୁଣ। ଅନାଥୋଡ୍ ତାକୁ ଉତ୍ତର ଦିଅ।

ଯିଶାଇୟ 10:32

ସହେିଦିନ ସୈନ୍ଯବାହିନୀ ନୋବ ରେ ଅଟକିବେ। ୟିରୁଶାଲମର ସିଯୋନ ପର୍ବତ ବିରୁଦ୍ଧ ରେ ୟୁଦ୍ଧ ପାଇଁ ସମାନେେ ପ୍ରସ୍ତୁତ ହବେେ।

ଯିରିମିୟ 1:1

ଏହା ହେଉଛି ଭବିଷ୍ଯଦବକ୍ତା ଯିରିମିୟଙ୍କ ବାକ୍ଯ। ହିଲବିଯଙ୍କର ପୁତ୍ର ଯିରିମିୟ ଯାଜକମାନଙ୍କ ମଧ୍ଯରୁ ଜଣେ ୟିଏ କି ଅନାେଥାତ୍ ପ୍ରଦେଶର ବିନ୍ଯାମୀନଙ୍କର ଗୋଷ୍ଠୀର ଥିଲେ।

Interlinear

Choose Theme