Home Bibles ନାହୂମ 3:7 · ଓଡ଼ିଆ ବାଇବେଲ
ନାହୂମ 3:7 · ଓଡ଼ିଆ ବାଇବେଲ

ଯେଉଁମାନେ ତୁମ୍ଭର ଅବସ୍ଥାକୁ ଦେଖିବେ, ସମସ୍ତେ ମର୍ମାହତ ହବେେ ଓ ତୁମ୍ଭଠାରୁ ଦୂ ରଇେ ଯିବେ। ସମାନେେ କହିବେ, 'ନୀନିବୀ ଧ୍ବଂସ ହେଉଛି। କିଏ ତା' ପାଇଁ କାନ୍ଦିବ?' ଆମ୍ଭେ ତୁମ୍ଭକୁ ସାନ୍ତ୍ବନା ଦବୋ ପାଇଁ ଜଣଙ୍କୁ କେଉଁଠାରୁ ପାଇବା?

Cross references

ଗଣନା ପୁସ୍ତକ 16:34

ଏଥି ରେ ଇଶ୍ରାୟେଲ ଲୋକମାନେ ସମାନଙ୍କେର କରୁଣ ଚିତ୍କାର ଶୁଣି ଏଣେ ତଣେେ ପଳାଯନ କଲେ। ଆଉ ସମାନେେ କହିଲେ, ପୃଥିବୀ ଆମ୍ଭମାନଙ୍କୁ ମଧ୍ଯ ଗ୍ରାସ କରିବ।

ଯିଶାଇୟ 51:19

ଦୁଇଟି ବିଷଯ ତୁମ୍ଭ ପ୍ରତି ଘଟିଅଛି, ଶୂନ୍ଯତା ଓ ବିନାଶ ଏବଂ ଦୁର୍ଭିକ୍ଷ ଓ ଖଡ୍ଗ।

ଯିରିମିୟ 15:5

କାରଣ ହେ ୟିରୁଶାଲମ, କିଏ ତୁମ୍ଭକୁ ଦୟା କରିବ ? କିଏ ତୁମଲାଗି କାନ୍ଦିବ ? ତୁମ୍ଭର କୁଶଳତା ବିଷଯ ପଚାରିବା ପାଇଁ କିଏ ତୁମ୍ଭ ପାଖକୁ ଆସିବ ?

ଯିରିମିୟ 51:9

ଆମ୍ଭମାନେେ ବାବିଲକୁ ସୁସ୍ଥ କରିବାକୁ ଚେଷ୍ଟା କଲୁ, ମାତ୍ର ସେ ସୁସ୍ଥ ହାଇପୋରିଲା ନାହିଁ। ଆସ, ଆମ୍ଭମାନେେ ତାକୁ ପରିତ୍ଯାଗ କରି ଆପଣା ଆପଣା ଦେଶକୁ ଚାଲିୟିବା। ସ୍ବର୍ଗର ପରମେଶ୍ବର ତା'ର ଦଣ୍ଡ ବିଧାନ କରିବେ। ତାହାପାଇଁ ଯାହା ଘଟିବ ସେ ସ୍ଥିର କରିବେ।

ଯିରିମିୟ 51:41

ଶେଶକ କିପରି ଅନ୍ୟମାନଙ୍କ ଦ୍ବାରା ନିଆଗଲା ଓ ସମଗ୍ର ପୃଥିବୀର ପ୍ରଶଂସାର ପାତ୍ର କିପରି ହଠାତ୍ ଧରା ପଡ଼ିଅଛି, ବାବିଲ କମେିତି ଅନ୍ୟ ଦେଶମାନଙ୍କ ପାଇଁ ଏକ ଭୟର ପାତ୍ର ହାଇେଅଛି।

ଯିରିମିୟଙ୍କ ବିଳାପ 2:13

ଆଗୋ ସିୟୋନ କନ୍ଯ, ମୁଁ ତୁମ୍ଭ ଆଗ ରେ କି ସାକ୍ଷ୍ଯ ଦବେି? ତୁମ୍ଭକୁ କାହା ସହିତ ମୁଁ ତୁଳନା କରିବି? ଆଗୋ ସିୟୋନ କୁମାରୀ କନ୍ଯ, ମୁଁ ତୁମ୍ଭକୁ ସାନ୍ତ୍ବନା ଦବୋପାଇଁ ତୁମ୍ଭକୁ କାହା ସହିତ ତୁଳନା କରିବି ? କାରଣ ତୁମ୍ଭର ବିନାଶ ସମୁଦ୍ର ପରି ବିସ୍ତୃତ, ତୁମ୍ଭକୁ କିଏ ସୁସ୍ଥ କରିପାରିବା ପାଇଁ ସକ୍ଷମ ହବେ?

ନାହୂମ 1:1

ଏହି ପୁସ୍ତକ ଇଲକୋଶୀଯ ନାହୂମଙ୍କର ଦର୍ଶନ ଅଟେ। ଏହା ନୀନିବୀ ନଗର ସମ୍ବନ୍ଧ ରେ ଏକ ଦୁଃଖବାର୍ତ୍ତା ଅଟେ।

ନାହୂମ 2:9

ତାଙ୍କ ପାଖ ରେ ବହୁ ଧନସମ୍ପତ୍ତି ନବୋକୁ ଅଛି। ତାଙ୍କର ରୂପା ଓ ସୁନା ନିଅ।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 18:10

ସହେି ରାଜାମାନେ ଯେତବେେଳେ ତାହାର ୟନ୍ତ୍ରଣା ଦେଖିବେ, ସେତବେେଳେ ସମାନେେ ଭୟ କରିବେ ଏବଂ ତା'ଠାରୁ ବହୁତ ଦୂର ରେ ରହିବେ। ସମାନେେ କହିବେ :

Interlinear

Choose Theme