ମାଥିଉଲିଖିତ ସୁସମାଚାର 7:9 · ଓଡ଼ିଆ ବାଇବେଲ
'ତୁମ୍ଭର କାହାର ପୁଅଟିଏ ଅଛି କି? ଯଦି ତୁମ୍ଭ ପୁଅ ରୋଟୀ ଖଣ୍ଡିଏ ମାଗେ ତୁମ୍ଭେ କଣ ତାକୁ ପଥରଟିଏ ଦବେ।
Cross references
ଲୂକଲିଖିତ ସୁସମାଚାର 11:11
ତୁମ୍ଭମାନଙ୍କ ଭିତରୁ କାହାର ପୁଅଟିଏ ଅଛି କି? ତୁମ୍ଭକୁ ତୁମ୍ଭ ପୁଅ ମାଛଟିଏ ମାଗିଲେ ତୁମ୍ଭେ କ'ଣ କରିବ? କୌଣସି ବାପା ତା ପୁଅକୁ ମାଛଟିଏ ବଦଳ ରେ ସାପଟିଏ ଦିଏ କି? ନା, ତୁମ୍ଭମାନେେ ତାକୁ ମାଛ ଦବେ।