ଯେତବେେଳେ ତୁମ୍ଭେ କୌଣସି ଦୀନ-ଦୁଃଖୀଙ୍କୁ ଦାନ ଦେଉଛ, ସେତବେେଳେ ତୁମ୍ଭର ଡାହାଣ ହାତ କଣ କରୁଛି, ସେ ବିଷୟ ରେ ବାମ ହାତକୁ ମଧ୍ଯ ଜାଣିବାକୁ ସୁଯୋଗ ଦିଅନାହିଁ। ତୁମ୍ଭେ କ'ଣ କରୁଛ, ତାହା ଯେପରି କହେି ନ ଜାଣନ୍ତୁ।
Cross references
ତାପରେ ଯୀଶୁ ତାହାକୁ କହିଲେ, ଦେଖ, ଏ ବିଷୟ ରେ କାହାକୁ କିଛି କୁହନାହିଁ, ବରଂ ଯାଜକଙ୍କ ପାଖକୁ ଯାଅ ଓ ନିଜକୁ ଦଖାେଅ। ମାଶାଙ୍କେ ଆଦେଶ ଅନୁସାରେ ଦାନ ଦିଅ। ଏହା ଦ୍ବାରା ଲୋକଙ୍କୁ ଦେଖଇେ ଦିଆଯାଇ ପାରିବ ଯେ ତୁମ୍ଭେ ଭଲ ହାଇେ ଯାଇଛ।
ତା'ପରେ ଅନ୍ଧ ଦୁଇଜଣ ଦେଖିବାକୁ ପାଇଲେ। ଯୀଶୁ ସମାନଙ୍କେୁ ଦୃଢଭାବରେ ଚତାବେନୀ ଦଇେ କହିଲେ, ଏ ବିଷୟ ଅନ୍ୟକୁ କହିବ ନାହିଁ।
ସେ ୟୁକ୍ତି କହିବେ ନାହିଁ କି ପାଟିତୁଣ୍ଡ କରିବେ ନାହିଁ। ଲୋକେ ଗଳିର ତାହାଙ୍କ କଥା ଶୁଣିବେ ନାହିଁ।
ମୁଁ ତୁମ୍ଭ ପାଇଁ ଯାହା କଲି ସହେି କଥା କାହାକୁ ହେଲେ କହିବ ନାହିଁ। କିନ୍ତୁ ଯାଜକଙ୍କ ପାଖକୁ ଯାଇ, ନିଜ ଦହେ ଦଖାେଅ। ତୁମ୍ଭେ ସୁସ୍ଥ ହାଇେ ଥିବାରୁ ମାଶାଙ୍କେ ଆଜ୍ଞା ଅନୁସାରେ, ପରମେଶ୍ବରଙ୍କୁ ନବୈେଦ୍ଯ ଅର୍ପଣ କର। ତୁମ୍ଭେ ସୁସ୍ଥ ହାଇେ ଯାଇଛ ବୋଲି ଲୋକମାନଙ୍କ ଆଗ ରେ ପ୍ରମାଣ ରହିବ।
ଯଦି କୌଣସି ଲୋକ ଚା ହେଁ ଯେ ସମସ୍ତେ ତାହାଙ୍କୁ ଜାଣନ୍ତୁ, ତବେେ ସେ ତା'ର କାର୍ୟ୍ଯସୂଚୀ ଲୁଚଇବୋ ଉଚିତ ନୁହେଁ। ତୁମ୍ଭେ ନିଜକୁ ଜଗତ ଆଗ ରେ ପ୍ରକାଶ କର। ତୁମ୍ଭେ କରୁଥିବା ଆଶ୍ଚର୍ୟ୍ଯ କାର୍ୟ୍ଯ ସବୁ ସମାନଙ୍କେୁ ଦେଖିବାକୁ ଦିଅ।