Home Bibles ମାଥିଉଲିଖିତ ସୁସମାଚାର 5:8 · ଓଡ଼ିଆ ବାଇବେଲ
ମାଥିଉଲିଖିତ ସୁସମାଚାର 5:8 · ଓଡ଼ିଆ ବାଇବେଲ

ନିର୍ମଳ ହୃଦୟ ଥିବା ଲୋକମାନେ ଧନ୍ଯ; କାରଣ ସମାନେେ ପରମେଶ୍ବରଙ୍କୁ ଦେଖିବେ।

Cross references

ଆଦି ପୁସ୍ତକ 32:30

ତେଣୁ ଯାକୁବ ସହେି ସ୍ଥାନର ନାମ ପନୂଯଲେ ଦେଲେ। ତା'ପରେ ସେ କହିଲେ, ମୁଁ ପରମେଶ୍ବରଙ୍କୁ ମୁହାଁମୁହିଁ ଦେଖିଲେ ବି ମାରେ ଜୀବନ ବଞ୍ଚି ରହିଲା।

ପ୍ରଥମ ବଂଶାବଳୀ 29:17

ହେ ମାରେ ପରମେଶ୍ବର, ମୁଁ ଜାଣେ ଯେ ତୁମ୍ଭେ ଲୋକମାନଙ୍କର ପରୀକ୍ଷା ନିଅ, ଆଉ, ଲୋକମାନେ ଉତ୍ତମ କର୍ମ କଲେ ତୁମ୍ଭେ ଆନନ୍ଦିତ ହୁଅ। ମୁଁ ଏକ ଶୁଦ୍ଧ, ବିଶ୍ବସ୍ତ ହୃଦଯ ରେ, ଆନନ୍ଦିତ ମନ ରେ ତୁମ୍ଭକୁ ଏହି ସମସ୍ତ ବସ୍ତୁ ଦେଉଅଛି। ମୁଁ ତୁମ୍ଭର ଲୋକମାନଙ୍କୁ ଏଠା ରେ ଏକତ୍ରୀତ ହବୋର ଦେଖୁଅଛି। ଆଉ ସମାନେେ ତୁମ୍ଭ ଉଦ୍ଦେଶ୍ଯ ରେ ଆନନ୍ଦିତ ମନ ରେ ଏହି ବସ୍ତୁଗୁଡ଼ିକ ଦାନ କରୁଥିବାର ମୁଁ ଦେଖୁଅଛି।

ଆୟୁବ ପୁସ୍ତକ 19:26

ମାରେ ଚମଡ଼ା ଧ୍ବଂସ ହେଲା ପରି, ବିନା ମାଂସ ରେ ମୁଁ ପରମେଶ୍ବରଙ୍କୁ ଦେଖିବି।

ଗୀତସଂହିତା 15:2

କବଳେ ଯେଉଁ ବ୍ଯକ୍ତି ଶୁଦ୍ଧ ଚିତ୍ତରେ ଜୀବନ-ୟାପନ କରେ, ଭଲ କାର୍ୟ୍ଯ କରେ ଓ ଅନ୍ତରରୁ ସତ୍ଯକଥା ପ୍ରକାଶ କରେ ସେ କବଳେ ତୁମ୍ଭର ପବିତ୍ର ପର୍ବତରେ ବାସ କରିପାରିବ।

ଗୀତସଂହିତା 18:26

ସଦାପ୍ରଭୁ ତୁମ୍ଭେ ମହାନ ଓ ଯେଉଁମାନେ ଉତ୍ତମ କଥା ନିର୍ମଳ ହୃଦଯର, ତୁମ୍ଭେ ସହେିମାନଙ୍କ ପାଇଁ ପବିତ୍ର ଅଟ। କିନ୍ତୁ ତୁମ୍ଭେ ଦୁଷ୍ଟ ଲୋକ ପ୍ରତି ଆପଣାକୁ ଚତୁର ଦଖାଇବେ।

ଗୀତସଂହିତା 24:4

ଯେଉଁ ଲୋକମାନେ କବେେ କିଛି ମନ୍ଦ କାର୍ୟ୍ଯ କରି ନାହାଁନ୍ତି, ୟାହାଙ୍କର ହୃଦଯ ଓ ମନ ନିର୍ମଳ, ଯେଉଁ ଲୋକମାନେ ମାରେ ନାମର ଅସତ୍ଯ ବ୍ଯବହାର କରି ନାହଁନ୍ତି ଯେଉଁ ମିଥ୍ଯା କହନ୍ତି ନାହିଁ କି ମିଥ୍ଯା ପ୍ରତିଶ୍ରୁତି ଦିଅନ୍ତି ନାହିଁ, କବଳେ ସହେି ଲୋକମାନେ ସଠାେରେ ଉପାସନା କରିପାରିବେ।

ଗୀତସଂହିତା 51:6

ହେ ପରମେଶ୍ବର, ମୁଁ ବିଶ୍ବସ୍ତ ହୁଏ ବୋଲି ତୁମ୍ଭେ ଚାହଁ, ତଣେୁ ମାେ ଅନ୍ତରରେ ପ୍ରକୃତ ଜ୍ଞାନ ପ୍ରଦାନ କର।

ଗୀତସଂହିତା 51:10

ହେ ପରମେଶ୍ବର, ମାେ ଅନ୍ତରେ ଏକ ପବିତ୍ର ଆତ୍ମା ସୃଷ୍ଟି କର !ମାେତେ ଗୋଟିଏ ନୂଆ ଓ ବିଶ୍ବସ୍ତ ଆତ୍ମା ଦିଅ।

ଗୀତସଂହିତା 73:1

ପରମେଶ୍ବର ସତରେ ଇଶ୍ରାୟେଲର ମଙ୍ଗଳକାରୀ। ଯେଉଁମାନଙ୍କର ହୃଦଯ ପବିତ୍ର ସମାନଙ୍କେ ନିମନ୍ତେ ପରମେଶ୍ବର ମଙ୍ଗଳମଯ ଅଟନ୍ତି।

ହିତୋପଦେଶ 22:11

ଯେଉଁଲୋକ ହୃଦଯ ରେ ପବିତ୍ର ତା'ର କଥା ଅନୁଗ୍ରହ ୟୁକ୍ତ, ସେ ରାଜାର ବନ୍ଧୁ ହାଇପୋରିବ।

ଯିହିଜିକଲ 36:25

ମୁଁ ତୁମ୍ଭମାନଙ୍କ ଉପ ରେ ଶୁଚି ଜଳ ଛିଞ୍ଚିବି ଓ ତହିଁରେ ତୁମ୍ଭମାନେେ ପବିତ୍ର ହବେ। ଆଉ ତୁମ୍ଭମାନଙ୍କର ସବୁ ଅ େଶୗଚରୁ ଓ ତୁମ୍ଭମାନଙ୍କର ସକଳ ପ୍ରତିମାଗଣଠାରୁ ମୁଁ ତୁମ୍ଭମାନଙ୍କୁ ଶୁଚି କରିବି।

ମାଥିଉଲିଖିତ ସୁସମାଚାର 23:25

ରେ କପଟୀ ଧର୍ମଶାସ୍ତ୍ରୀମାନେ ଓ ଫାରୂଶୀମାନେ! ତୁମ୍ଭମାନେେ ଧିକ! ତୁମ୍ଭମାନେେ ତୁମ୍ଭର ଥାଳିଗିନାର ବାହାର ପଟ ଭଲ ଭାବରେ ଧୋଉଛ। କିନ୍ତୁ ତୁମ୍ଭମାନଙ୍କର ଅନ୍ତର ଅନ୍ୟକୁ ଠକି ନିଜକୁ ତୋଷିବା ପଦାର୍ଥ ରେ ପୂର୍ଣ୍ଣ କରୁଛ।

ରେରିତମାନଙ୍କ କାର୍ଯ୍ୟର ବିବରଣ 15:9

ଏହାଦ୍ବାରା ପରମେଶ୍ବର ଆମ୍ଭମାନଙ୍କର ଓ ସମାନଙ୍କେ ମଧିଅରେ କୌଣସି ତଫାତ ରଖିଲେ ନାହିଁ। ସେ ସମାନଙ୍କେର ବିଶ୍ବାସ ଦ୍ବାରା ସମାନଙ୍କେର ହୃଦୟକୁ ପବିତ୍ର କରିଲେ।

କରିନ୍ଥୀୟଙ୍କ ପ୍ରତି ପ୍ରଥମ ପତ୍ର 13:12

ସହେି ପ୍ରକାର ଆମ୍ଭେ ଗୋଟିଏ ଦର୍ପଣ ସାହାୟ୍ଯ ରେ ଦେଖୁଛୁ, କିନ୍ତୁ ସେତବେେଳେ ଆମ୍ଭେ ପୁଷ୍ପ ଦେଖିବା। ମୁଁ ଏବେ କବଳେ ଆଂଶିକଭାବରେ ଜାଣିଛି, କିନ୍ତୁ ସେତବେେଳେ ପରମେଶ୍ବର ମାେତେ ଯେପରି ଜାଣିଛନ୍ତି, ସହେିପରି ମୁଁ ସମ୍ପୂର୍ଣ୍ଣ ଭାବରେ ଜାଣିବି।

କରିନ୍ଥୀୟଙ୍କ ପ୍ରତି ଦ୍ୱିତୀୟ ପତ୍ର 7:1

ଅତଏବ, ଆସ ପରମମେଶ୍ବରଙ୍କ ପ୍ରତି ଭକ୍ତି ଥିବାରୁ ଆମ୍ଭ ଜୀବନ ଯାପନ ପ୍ରଣାଳୀ ରେ ନିଜକୁ ପବିତ୍ର କରିବା ଏବଂ ଆମ୍ଭ ଶରୀର ଓ ଆତ୍ମାକୁ ଅପବିତ୍ର କରୁଥିବା ପ୍ରେତ୍ୟକକ ବିଷୟକୁ ଦୂର କରିବା।

ତୀତସଙ୍କ ପ୍ରତି ପତ୍ର 1:15

ଯେଉଁମାନେ ପବିତ୍ର, ତାହାଙ୍କ ପାଇଁ ସବୁ କିଛି ପବିତ୍ର। କିନ୍ତୁ ଯେଉଁମାନେ ପାପୀ ଓ ଅବିଶ୍ବାସୀ, ସମାନଙ୍କେ ଲାଗି କିଛି ହେଲେ ପବିତ୍ର ନୁହେଁ। ସମାନଙ୍କେର ଚିନ୍ତା ପାପରେ ଦୂଷିତ ହାଇଯୋଇଛି ଓ ଠିକ୍ କ'ଣ, ସେ ସମ୍ବନ୍ଧ ରେ ସମାନଙ୍କେର ଜ୍ଞାନ ନଷ୍ଟ ହାଇେ ଯାଇଛି।

ଏବ୍ରୀ 9:14

ନିଶ୍ଚିତ ରୂପେ ଖ୍ରୀଷ୍ଟଙ୍କର ରକ୍ତ ବହୁତ କିଛି ଅଧିକ କରିପା ରେ। ଖ୍ରୀଷ୍ଟ ଅନନ୍ତ ଆତ୍ମାଙ୍କ ଦ୍ବାରା ଆପଣାକୁ ନିଖୁଣ ବଳିସ୍ବରୂପେ ପରମେଶ୍ବରଙ୍କୁ ଉତ୍ସର୍ଗ କଲେ। ତାହାଙ୍କର ରକ୍ତ, ଆମ୍ଭର ମନ୍ଦକାର୍ୟ୍ଯରୁ ଆମ୍ଭକୁ ଧୋଇ ପୂର୍ଣ୍ଣ ଭାବରେ ଶୁଚି କରିଦବେ। ତାହାଙ୍କର ରକ୍ତ ଆମ୍ଭ ହୃଦୟକୁ ମଧ୍ଯ ପବିତ୍ର କରିବ। ଆମ୍ଭେ ପବିତ୍ର ହାଇେ ଜୀବନ୍ତ ପରମେଶ୍ବରଙ୍କର ସବୋ କରିପାରିବା।

ଏବ୍ରୀ 10:22

ଆମ୍ଭର ଦହେ ଶୁଦ୍ଧ ଜଳ ରେ ସ୍ନାନ କରିଛି। ଅତଏବ ପରମେଶ୍ବରଙ୍କ ପାଖକୁ ସତ୍ଯନିଷ୍ଠା ହୃଦୟ ରେ ଆସ। ଆମ୍ଭ ବିଶ୍ବାସ ହତେୁ ଆମ୍ଭେ ନିଶ୍ଚିତତା ଅନୁଭବ କରିବା ଉଚିତ୍।

ଏବ୍ରୀ 12:14

ସମସ୍ତଙ୍କ ସହିତ ଶାନ୍ତି ରେ ରହିବାକୁ ଚେଷ୍ଟା କର। ପାପରହିତ ଜୀବନଯାପନ କରିବା ପାଇଁ ଚେଷ୍ଟା କର। ଯଦି ଜଣଙ୍କର ଜୀବନ ପବିତ୍ର ନୁହେଁ, ତା' ହେଲେ ସେ ପ୍ରଭୁଙ୍କୁ କବେେ ହେଲେ ଦେଖି ପାରିବ ନାହିଁ।

ଯାକୁବଙ୍କ ପତ୍ 3:17

କିନ୍ତୁ ପରମେଶ୍ବରଙ୍କଠାରୁ ଆସିଥିବା ଜ୍ଞାନ ଏହିପରି : ପ୍ରଥମ ରେ ଏହା ପବିତ୍ର, ଶାନ୍ତିପୂର୍ଣ୍ଣ, ଭଦ୍ର ଓ ପ୍ରସନ୍ନ ଅଟେ। ଯେଉଁମାନେ ଅସୁବିଧା ବା କଷ୍ଟ ରେ ପଡ଼ିଛନ୍ତି, ଏହି ଜ୍ଞାନ ସମାନଙ୍କେୁ ସାହାୟ୍ଯ କରିବା ପାଇଁ ସର୍ବଦା ପ୍ରସ୍ତୁତ ଥାଏ ଓ ଏହା ଅନ୍ୟମାନଙ୍କର ମଙ୍ଗଳ କରେ। ଏହି ଜ୍ଞାନ ସର୍ବଦା ନିରପେକ୍ଷ ଓ ନିଷ୍ଠାପର ଅଟେ।

ଯାକୁବଙ୍କ ପତ୍ 4:8

ପରମେଶ୍ବରଙ୍କ ନିକଟକୁ ଆସ, ତବେେ ସେ ମଧ୍ଯ ତୁମ୍ଭମାନଙ୍କ ନିକଟକୁ ଆସିବେ। ତୁମ୍ଭମାନେେ ପାପୀ ଅଟ। ଅତଏବ ତୁମ୍ଭମାନଙ୍କ ଜୀବନରୁ ପାପକୁ ପରିଷ୍କାର କର। ତୁମ୍ଭେ ଏକା ସମୟରେ ପରମେଶ୍ବର ଓ ସଂସାର, ଉଭୟର ଅନୁସରଣ କରିବାକୁ ଚେଷ୍ଟା କରୁଛ। ତୁମ୍ଭର ଚିନ୍ତାଧାରାକୁ ପବିତ୍ର କର।

ପିତରଙ୍କ ପ୍ରଥମ ପତ୍ 1:22

ଏବେ, ସତ୍ଯ ପାଳନ ଦ୍ବାରା ତୁମ୍ଭମାନେେ ନିଜ ନିଜକୁ ପବିତ୍ର କରିଛ। ତୁମ୍ଭମାନେେ ତୁମ୍ଭମାନଙ୍କର ଭାଇ ଓ ଭଉଣୀମାନଙ୍କ ପାଇଁ ସତ୍ଯ ପ୍ ରମେ ଦଖାଇେ ପାରିବ। ଅତଏବ, ପୂର୍ଣ୍ଣ ହୃଦୟ ସହିତ ଗଭୀର ଭାବରେ ପରସ୍ପରକୁ ପ୍ ରମେ କର।

ଯୋହନଙ୍କ ପ୍ରଥମ ପତ୍ର 3:2

ପ୍ରିୟ ବନ୍ଧୁମାନେ, ଆମ୍ଭେ ବର୍ତ୍ତମାନ ପରମେଶ୍ବରଙ୍କର ସନ୍ତାନ, କିନ୍ତୁ ଭବିଷ୍ଯତ ରେ ଆମ୍ଭେ କ'ଣ ହବୋ ତାହା ଆମ୍ଭକୁ ଜଣାଇ ଦିଆଯାଇ ନାହିଁ। ଆମ୍ଭେ ଏହା ଜାଣିଛୁ ଯେ ଖ୍ରୀଷ୍ଟଙ୍କ ପୁନରାଗମନ ସମୟରେ ଆମ୍ଭେ ସବୁ ତାହାଙ୍କ ଭଳି ହାଇଯେିବା। ସେ ଯେପରି, ଆମ୍ଭେ ତାହାଙ୍କୁ ସହେି ରୂପରେ ଦେଖିବା।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 22:4

ସମାନେେ ତାହାଙ୍କ ମୁଖ ଦେଖିବେ। ସମାନଙ୍କେ କପାଳ ରେ ପରମେଶ୍ବରଙ୍କର ନାମ ଲଖାେ ହବେ।

Interlinear

Choose Theme