Home Bibles ମାଥିଉଲିଖିତ ସୁସମାଚାର 27:64 · ଓଡ଼ିଆ ବାଇବେଲ
ମାଥିଉଲିଖିତ ସୁସମାଚାର 27:64 · ଓଡ଼ିଆ ବାଇବେଲ

ତେଣୁ ତୃତୀୟ ଦିନ ପର୍ୟ୍ଯନ୍ତ କବରକୁ ପହରା ଦବୋ ପାଇଁ ଆପଣ ଆଦେଶ ଦିଅନ୍ତୁ। ତାହାଙ୍କର ଶିଷ୍ଯମାନେ ସଠାେକୁ ଆସି ତାହାଙ୍କ ମୃତ ଦହକେୁ ଚେ଼ାରୀ କରି ନବୋପାଇଁ ଚେଷ୍ଟା କରିବେ। ତା'ପରେ ସମାନେେ ଲୋକମାନଙ୍କୁ କହିବେ ଯେ ସେ ମୃତ୍ଯୁରୁ ଉଠିଛନ୍ତି। ତାହାହେଲେ ଏହୀ ଶଷେ ପ୍ରତାରଣା ଆଗ ପ୍ରତାରଣା ଅପେକ୍ଷା ଅଧିକ ଖରାପ ହବେ।

Cross references

ମାଥିଉଲିଖିତ ସୁସମାଚାର 12:45

ତା'ପରେ ସବୁ ଭୂତ ସେ ଘର ଭିତରକୁ ଯାଇ ସଠାେରେ ବସବାସ କରନ୍ତି। ସେତବେେଳେ ଲୋକଟିର ଅବସ୍ଥା ପୂର୍ବ ଅପେକ୍ଷା ଅଧିକ ଶୋଚ଼ନୀୟ ହାଇପେଡ଼େ। ଏବେ ଜୀବିତ ଥିବା ମନ୍ଦ ଲୋକଙ୍କ ପାଇଁ ସହେି ଏକାକଥା ଘଟିବ।

ମାଥିଉଲିଖିତ ସୁସମାଚାର 28:13

ସମାନେେ ସୈନ୍ଯମାନଙ୍କୁ କହିଲେ, ତୁମ୍ଭେ ଲୋକମାନଙ୍କୁ କହିବ ଯେ, ତୁମ୍ଭମାନେେ ସବୁ ଶାଇେ ପଡ଼ିଥିବା ସମୟରେ ଯୀଶୁଙ୍କ ଶିଷ୍ଯମାନେ ରାତି ରେ ଆସିଲେ ଓ ତାହାଙ୍କ ଶରୀରକୁ କବରସ୍ଥାନରୁ ଚୋ ରଇେ ନେଲେ।

Interlinear

Choose Theme