Home Bibles ମାଥିଉଲିଖିତ ସୁସମାଚାର 27:62 · ଓଡ଼ିଆ ବାଇବେଲ
ମାଥିଉଲିଖିତ ସୁସମାଚାର 27:62 · ଓଡ଼ିଆ ବାଇବେଲ

ସହେି ଦିନଟି ପ୍ରସ୍ତୁତି ଦିବସ ଥିଲା, ସହେି ଶୁକ୍ରବାରର ପରଦିନ ପ୍ରମୁଖ ଯାଜକ ଓ ଫାରୂଶୀମାନେ ପୀଲାତଙ୍କୁ ଭଟେିଲେ।

Cross references

ଗୀତସଂହିତା 2:1

କାହିଁକି ଅନ୍ୟ ଦେଶରେ ଲୋକମାନେ କଳହ କରନ୍ତି, କାହିଁକି ସମାନେେ ମନ୍ଦ ଯୋଜନା କରନ୍ତି ?

ମାଥିଉଲିଖିତ ସୁସମାଚାର 26:17

ଖମୀର ଶୂନ୍ଯ ରୋଟୀ ପର୍ବର ପ୍ରଥମ ଦିନ ଶିଷ୍ଯମାନେ ଯୀଶୁଙ୍କ ନିକଟକୁ ଆସିଲେ। ସମାନେେ କହିଲେ, ନିସ୍ତାରଭୋଜି ଖାଇବାକୁ ଆପଣଙ୍କ ପାଇଁ ଆମ୍ଭେ ସବୁକିଛି ପ୍ରସ୍ତୁତ କରିବୁ। ଆପଣ କେଉଁଠା ରେ ଭୋଜି ଖାଇବା ପାଇଁ ଚାହାଁନ୍ତି?

ମାଥିଉଲିଖିତ ସୁସମାଚାର 27:1

ତା'ପର ଦିନ ଅତି ସକାଳୁ ସମସ୍ତ ପ୍ରଧାନ ଯାଜକ ଓ ପ୍ରାଚ଼ୀନ ନେତାମାନେ ଏକାଠି ହେଲେ, ଓ ଯୀଶୁଙ୍କୁ ବଧ କରିବ ପାଇଁ ଯୋଜନା କଲେ।

ମାର୍କଲିଖିତ ସୁସମାଚାର 15:42

ସନ୍ଧ୍ଯା ହାଇଯୋଇଥିଲା। ଏହି ଦିନଟି ଆଯୋଜନ ଦିବସ (ବିଶ୍ରାମ ଦିବସର ପୂର୍ବ ଦିନ) ଥିଲା।

ଲୂକଲିଖିତ ସୁସମାଚାର 23:54

ଏହା ପ୍ରସ୍ତୁତି ଦିବସର ଶଷେ ସମୟ ଥିଲା। ବିଶ୍ରାମଦିବସ ପାଖଇେ ଆସୁଥିଲା।

ଯୋହନଲିଖିତ ସୁସମାଚାର 19:14

ସଦେିନ ନିସ୍ତାରପର୍ବ ସପ୍ତାହର ପ୍ରସ୍ତୁତି ଦିନର ମଧ୍ଯାହ୍ନ ସମୟ ଥିଲା। ପୀଲାତ ଯିହୂଦୀମାନଙ୍କୁ କହିଲେ, ତୁମ୍ଭର ରାଜାଙ୍କୁ ଦେଖ।

ଯୋହନଲିଖିତ ସୁସମାଚାର 19:31

ସଦେିନ ନିସ୍ତାରପର୍ବର ପ୍ରସ୍ତୁତି ଦିନ ଥିଲା। ତହିଁ ଆରଦିନ ବିଶଷେ ବିଶ୍ରାମବାର ଥିଲା। ତେଣୁ ଯିହୂଦୀମାନେ ଚାହୁଁ ନଥିଲେ ଯେ, ମୃତ ଶରୀରଗୁଡିକ କୃଶ ଉପରେ ବିଶ୍ରାମବାର ଦିନ ପର୍ୟ୍ଯନ୍ତ ଝୁଲି ରହୁ। ତେଣୁ ସମାନେେ ପୀଲାତଙ୍କୁ ଅନୁ ରୋଧ କଲେ ଯେ, ସମାନଙ୍କେର ଗୋଡ ଭାଙ୍ଗିଦବୋ ପାଇଁ ଆଦେଶ ଦିଅନ୍ତୁ। ଯେପରି ସମାନେେ ଶ୍ରୀଘ୍ର ମରିଯିବେ ଓ ସମାନଙ୍କେର ଦହେ କୃଶରୁ ଓହ୍ଲାଇବା ପାଇଁ ତାଙ୍କୁ ଅନୁମତି ମାଗିଲେ।

ଯୋହନଲିଖିତ ସୁସମାଚାର 19:42

ବିଶ୍ରାମବାର ଆରମ୍ଭ ହବୋ ପୂର୍ବରୁ ତାହାର ପ୍ରସ୍ତୁତି କାର୍ୟ୍ଯ ଶଷେ କରିବା ପାଇଁ ସମାନେେ ଯୀଶୁଙ୍କୁ ସଠାେରେ ସମାଧିସ୍ଥ କଲେ, କାରଣ ସହେି ସମାଧିଟି ପାଖ ରେ ଥିଲା।

ରେରିତମାନଙ୍କ କାର୍ଯ୍ୟର ବିବରଣ 4:27

ଯେତବେେଳେ ହରେୋଦ, ପନ୍ତିୟ ପୀଲାତ, ଇଶ୍ରାୟେଲ ଅନ୍ୟ ଦେଶୀୟମାନେ ମିଳିତ ହାଇେ ଏହି ସହର ରେ ଜମା ହାଇେ ତୁମ୍ଭର ପବିତ୍ର ସବେକ ଯୀଶୁଙ୍କ ବିରୁଦ୍ଧ ରେ ଠିଆ ହେଲେ ସେତବେେଳେ ଏହା ପ୍ରକୃତ ରେ ସଫଳ ହେଲା। ସହେି ଯୀଶୁଙ୍କୁ ତୁମ୍ଭେ ଖ୍ରୀଷ୍ଟ ରୂପେ ମନୋନୀତ କରିଥିଲ।

Interlinear

Choose Theme