ଯେଉଁ ଡ଼କାୟତମାନଙ୍କୁ ଯୀଶୁଙ୍କ ପାଖ ରେ କୃଶ ରେ ଚ଼ଢ଼ଇେ ଦିଆଯାଉଥିଲା, ସମାନେେ ମଧ୍ଯ ଯୀଶୁଙ୍କୁ ସହେିଭଳି ଥଟ୍ଟା କରିବା ରେ ଲାଗିଲେ।
Cross references
ସମାନେେ ବୁଦା ରେ ରହି ଗଧପରି ବୋବାନ୍ତି ଓ କଣ୍ଟାବୁଦା ତଳେ ରୁଣ୍ଡ ହୁଅନ୍ତି।
ମୁଁ ଯେତବେେଳେ ଗୋଟିଏ ଭୁଲ୍ କରି ବସିଲି, ସହେି ଲୋକମାନେ ମାେତେ ଦେଖି ହସିଲେ। ସହେି ଲୋକମାନେ ପ୍ରକୃତ ବନ୍ଧୁ ନୁହଁନ୍ତି। ମୁଁ ସମାନଙ୍କେୁ ସତେ ୟମେିତି ଜାଣେ ନାହିଁ। ସମାନେେ ମାେତେ ଚାରିଆଡ଼ୁ ଘରେି ଆକ୍ରମଣ କଲେ।
ସହେି ସମୟରେ ଦୁଇଜଣ ଡ଼କାୟତଙ୍କୁ ମଧ୍ଯ ଯୀଶୁଙ୍କ ପାଖ ରେ କୃଶ ରେ ଚଢ଼ଇେ ଦିଆଗଲା। ଜଣକୁ ତାହାଙ୍କ ଡ଼ାହାଣ ପଟେ ଓ ଆର ଜଣକୁ ବାମ ପଟେ।
ଯଦି ପ୍ରକୃତ ରେ ସେ ଖ୍ରୀଷ୍ଟ, ଇସ୍ରାଯଲରେ ରାଜା, ତବେେ ବର୍ତ୍ତମାନ ସେ କୃଶ ଉପରୁ ତଳକୁ ଓହ୍ଲଇେ ଆସୁ। ନିଜକୁ ରକ୍ଷା କରୁ। ତା ହେଲେ ଆମ୍ଭମାନେେ ତାହା ଦେଖିବା ଓ ତାକୁ ବିଶ୍ବାସ କରିବା। ଯେଉଁମାନଙ୍କୁ ଯୀଶୁଙ୍କ ସହିତ ପାଖ ରେ କୃଶ-ବିଦ୍ଧ କରାଯାଉଥିଲା, ସମାନେ ମଧ୍ଯ ଯୀଶୁଙ୍କ ଅପମାନିତ କଲେ।
ଝୁଲୁଥିବା ଅପରାଧୀ ଦୁହିଁଙ୍କ ଭିତରୁ ଜଣେ ଯୀଶୁଙ୍କୁ ନିନ୍ଦାକରି କହିବାକୁ ଲାଗିଲା, ତୁମ୍ଭେ କ'ଣ ଖ୍ରୀଷ୍ଟ ନୁହଁ? ତବେେ ତୁମ୍ଭେ ନିଜକୁ ରକ୍ଷା କର ଓ ଆମ୍ଭକୁ ମଧ୍ଯ ରକ୍ଷା କର।