ମାଥିଉଲିଖିତ ସୁସମାଚାର 27:28 · ଓଡ଼ିଆ ବାଇବେଲ
ସୈନ୍ଯମାନେ ଯୀଶୁଙ୍କ ପୋଷାକ କାଢ଼ି ପକାଇଲେ ଓ ତାହାଙ୍କୁ ବାଇଗଣୀ ପୋଷାକଟି ପିନ୍ଧାଇ ଦେଲେ।
Cross references
ମାର୍କଲିଖିତ ସୁସମାଚାର 15:17
ସୈନ୍ଯମାନେ ଯୀଶୁଙ୍କୁ ବାଇଗଣୀ ରଙ୍ଗର ପୋଷାକ ପିନ୍ଧାଇଲେ। ସମାନେେ ଗୋଟିଏ କଣ୍ଟାର ମୁକୁଟ ତିଆରି କରି ତାହାଙ୍କ ମୁଣ୍ଡ ରେ ପିନ୍ଧାଇଲେ।
ଲୂକଲିଖିତ ସୁସମାଚାର 23:11
ତା'ପରେ େ ହରୋଦ ଓ ତାହାଙ୍କ ସୈନ୍ଯମାନେ ଯୀଶୁଙ୍କୁ ପରିହାସ କଲେ। ତାହାଙ୍କୁ ରାଜକୀୟ ପୋଷାକ ପିନ୍ଧାଇ ଦଇେ ସମାନେେ ଉପହାସ କଲେ। ତାପରେ େ ହରୋଦ ପୀଲାତଙ୍କୁ ପାଖକୁ ଯୀଶୁଙ୍କୁ ପଠାଇଲେ।
ଯୋହନଲିଖିତ ସୁସମାଚାର 19:2
ସୈନିକମାନେ କଣ୍ଟା ଗଛର ମୁକୁଟ ତିଆରି କରି ତାହାଙ୍କ ମୁଣ୍ଡ ରେ ପିନ୍ଧାଇଲେ। ତା'ପରେ ସମାନେେ ତାହାଙ୍କୁ ବାଇଗଣୀ ରଙ୍ଗର ପୋଷାକ ପିନ୍ଧାଇଲେ।