Home Bibles ☰ Books ମାଥିଉଲିଖିତ ସୁସମାଚାର 26:46 · ଓଡ଼ିଆ ବାଇବେଲ
ମାଥିଉଲିଖିତ ସୁସମାଚାର 26:46 · ଓଡ଼ିଆ ବାଇବେଲ

ଉଠ, ଆମ୍ଭେ ୟିବା। ଦେଖ, ମାେତେ ଶତୃମାନଙ୍କ ହାତ ରେ ଯେଉଁ ଲୋକଟି ଦଇଦେବେ, ସେ ଏଠାକୁ ଆସୁଛି।

Cross references

ପ୍ରଥମ ଶାମୁୟେଲ 17:48

ଏହାପରେ ସହେି ପଲେଷ୍ଟୀୟ ଦାଉଦକକ୍ସ୍ଟ ଆକ୍ରମଣ କରିବାକୁ ଉଠି ପଡିଲା ଏବଂ ଦାଉଦର ନିକଟରକ୍ସ୍ଟ ନିକଟତର ହେଲା। ଦାଉଦ ଶୀଘ୍ର ପଲେଷ୍ଟୀୟମାନଙ୍କ ସହିତ ଭଟେିବାକକ୍ସ୍ଟ ସୈନ୍ଯବାହିନୀ ଆଡେ ଦୌଡିଲେ।

ମାର୍କଲିଖିତ ସୁସମାଚାର 14:42

ଠିଆ ହୁଅ। ଆମ୍ଭମାନେେ ଏଥର ୟିବା। ଦେଖ, ମାେତେ ବିଶ୍ବାସଘାତକତା କରି ଧ ରଇେ ଦବୋ ଲୋକ ଏବେ ଆସୁଛି।

ଲୂକଲିଖିତ ସୁସମାଚାର 9:51

ଯୀଶୁ ଜଗତ ଛାଡି ସ୍ବର୍ଗକୁ ଫରେିୟିବାର ସମୟ ପାଖଇେ ଆସୁଥିଲା। ଯୀଶୁ ୟିରୂଶାଲମ ୟିବାକୁ ସ୍ଥିର କଲେ।

ଲୂକଲିଖିତ ସୁସମାଚାର 12:50

ମାେତେ 'ଅନ୍ୟପ୍ରକାରର ବାପ୍ତିସ୍ମ' ଦ୍ବାରା ବାପ୍ତିଜିତ ହବୋକୁ ପଡିବ। ଏହା ନ ହବୋ ପର୍ୟ୍ଯନ୍ତ ମୁଁ ପୀଡା ଅନୁଭବ କରୁଛି।

ଲୂକଲିଖିତ ସୁସମାଚାର 22:15

ଯୀଶୁ ସମାନଙ୍କେୁ କହିଲେ, ମୁଁ ମାେ ମୃତ୍ଯୁ ପୂର୍ବରୁ ତୁମ୍ଭମାନଙ୍କ ସହିତ ଏକାଠି ଏହି ନିସ୍ତାର ପର୍ବର ଖାଦ୍ୟ ଖାଇବା ପାଇଁ ଏକାନ୍ତ ଇଚ୍ଛା କରିଥିଲିା

ଯୋହନଲିଖିତ ସୁସମାଚାର 14:31

କିନ୍ତୁ ଏହି ଜଗତ ଜାଣିବା ଉଚିତ ଯେ, ମୁଁ ପରମପିତାଙ୍କୁ ପ୍ ରମେ କରେ। ତେଣୁ ପରମପିତା ମାେତେ ଯେପରି କହିଛନ୍ତି, ମୁଁ ଠିକ୍ ସପରେି କରିବି। ଚାଲ ୟିବା । ଆମ୍ଭେ ଏ ସ୍ଥାନ ତ୍ଯାଗ କରିବା।

ରେରିତମାନଙ୍କ କାର୍ଯ୍ୟର ବିବରଣ 21:13

କିନ୍ତୁ ପାଉଲ କହିଲେ, ତୁମ୍ଭମାନେେ କାହିଁକି କାନ୍ଦୁଛ? ତୁମ୍ଭମାନେେ କାହିଁକି ଏପରି ମାେତେ ଦୁଃଖିତ କରୁଛ? ୟିରୂଶାଲମ ରେ ମୁଁ ବନ୍ଧା ହବୋ ପାଇଁ ଯେ କବଳେ ପ୍ରସ୍ତୁତ ଅଛି, ତାହା ନୁହେଁ, ମାତ୍ର ମୁଁ ପ୍ରଭୁ ଯୀଶୁଙ୍କ ନାମ ରେ ମରିବା ପାଇଁ ମଧ୍ଯ ପ୍ରସ୍ତୁତ ଅଛି।

Interlinear

Choose Theme