ଯେତବେେଳେ ମାଲିକ ଫରେିଆସି ଦେଖିବେ ଯେ ସେ ଚାକରଟିକୁ ଯେଉଁ କାମ ଦଇେଥିଲେ, ସେ ସହେି କାମ ଠିକ୍ ଭାବରେ କରୁଛି, ସେତବେେଳେ ସେ ଚାକରଟି ଉପରେ ବହୁତ ଖୁସି ହବେ।
Cross references
ତା'ପରେ ରାଜା ତାହାଙ୍କ ଡ଼ାହାଣ ପଟ ରେ ଥିବା ଲୋକମାନଙ୍କୁ କହିବେ, 'ଆସ, ମାରେ ପରମପିତା ତୁମ୍ଭମାନଙ୍କୁ ଆଶାର୍ବାଦ କରିଛନ୍ତି। ପରମେଶ୍ବର ତୁମ୍ଭକୁ ଯେଉଁ ରାଜ୍ଯ ଦବୋକୁ ପ୍ରତିଶ୍ରୁତି ଦଇେଛନ୍ତି, ତାହା ଲାଭ କର। ଜଗତ ସୃଷ୍ଟି ହବୋ କାଳରୁ ତୁମ୍ଭ ପାଇଁ ସେ ରାଜ୍ଯ ପ୍ରସ୍ତୁତ ହାଇେ ସାରିଛି।
ସହେି ଚାକରମାନେ ଧନ୍ଯ, ଯେଉଁମାନଙ୍କୁ ମାଲିକ ଫରେିଆସି ଦେଖିବେ ଯେ ସମାନେେ ଜାଗ୍ରତ ଅଛନ୍ତି ଓ ତାହାଙ୍କୁ ଅପେକ୍ଷା କରି ରହିଛନ୍ତି। ମୁଁ ତୁମ୍ଭମାନଙ୍କୁ ସତ୍ଯ କହୁଛି। ମାଲିକ ମଧ୍ଯ ସମାନଙ୍କେ ସବୋ ପାଇଁ ନିଜକୁ ପ୍ରସ୍ତୁତ କରିବେ। ସେ ସମାନଙ୍କେୁ ବସିବା ପାଇଁ କହିବେ ଓ ନିଜେ ଖାଦ୍ୟ ପରଶି ଦବେେ।
ମାଲିକ ଯବେେ ଆସିଲେ ମଧ୍ଯ ଯେଉଁ ସବେକକୁ ସବୁବେଳେ କାମ ତୁଲାଉଥିବାର ଦେଖିବେ, ସହେି ସବେକ ବହୁତ ଖୁସି ହବେ।
ମାରେ ବଞ୍ଚି ରହିବାର ଅର୍ଥ ହେଉଛି ଖ୍ରୀଷ୍ଟ। ମୃତ୍ଯୁ ମଧ୍ଯ ମାେ ପାଇଁ ଏକ ଲାଭ ଅଟେ।
ମାେ ଜୀବନ ମୁଁ ପରମେଶ୍ବରଙ୍କୁ ଉତ୍ସର୍ଗ କରିଦଇେଛି। ମାେ ପାଇଁ ଏ ସଂସାର ଛାଡ଼ିବାର ସମୟ ଆସିଯାଇଛି। ମୁଁ ଉତ୍ତମ ୟୁଦ୍ଧ ଲଢ଼ିଛି।
ମୁଁ ଶରୀର ରେ ବଞ୍ଚିଥିବା ପର୍ୟ୍ଯନ୍ତ, ଏକଥା ତୁମ୍ଭକୁ ମନେ ପକାଉଥିବା ରେ ସାହାୟ୍ଯ କରିବି, ଏହା ଉଚିତ ବୋଲି ମୁଁ ମନେ କରେ।
ମୁଁ ତୁମ୍ଭ କାର୍ୟ୍ଯ ବିଷୟ ରେ ଜାଣେ, ମୁଁ ତୁମ୍ଭର ପ୍ ରମେ, ବିଶ୍ବାସ, ସବୋ, ଓ ର୍ଧୈୟ୍ଯ ବିଷୟ ରେ ମଧ୍ଯ ଜାଣେ। ମୁଁ ଜାଣେ, ତୁମ୍ଭେ ଆରମ୍ଭ ରେ କରିଥିବା କାର୍ୟ୍ଯ ଅପେକ୍ଷା ଅଧିକ କାର୍ୟ୍ଯ କରୁଛ।
ଦେଖ ! ମୁଁ ଗୋଟିଏ ଚୋର ଭଳି ଆସିବି। ଯେ ମାେ ଅପେକ୍ଷା ରେ ଚାହିଁ ରହେ ଓ ନିଜର ବସ୍ତ୍ର ପ୍ରସ୍ତୁତ କରି ରଖିଥାଏ, ସହେି ଲୋକ ସୁଖୀ। ତବେେ ତାହାକୁ ଉଲଗ୍ନ ହାଇେ ଚାଲିବାକୁ ପଡ଼ିବ ନାହିଁ ଓ ଲୋକମାନେ ତାହାର ଲଜ୍ଜା ଦେଖିବେ ନାହିଁ।