Home Bibles ☰ Books ମାଥିଉଲିଖିତ ସୁସମାଚାର 23:29 · ଓଡ଼ିଆ ବାଇବେଲ
ମାଥିଉଲିଖିତ ସୁସମାଚାର 23:29 · ଓଡ଼ିଆ ବାଇବେଲ

ରେ କପଟୀ ଧର୍ମଶାସ୍ତ୍ରୀମାନେ ଓ ଫାରୂଶୀମାନେ! ତୁମ୍ଭେ ଭବିଷ୍ଯଦ୍ବକ୍ତାମାନଙ୍କ ପାଇଁ ସମାଧି ତିଆରି କରୁଛ। ଯେଉଁ ଲୋକମାନେ ଭଲ ଜୀବନ କଟାଇଥିଲେ, ତୁମ୍ଭମାନେେ ତାହାଙ୍କ ସମାଧି ସୁଶାେଭିତ କରୁଛ।

Cross references

ଲୂକଲିଖିତ ସୁସମାଚାର 11:47

ହାୟ, କାରଣ ତୁମ୍ଭମାନେ ଭବିଷ୍ଯଦ୍ବକ୍ତାମାନଙ୍କ ସମ୍ମାନାର୍ଥେ କବର ତିଆରି କରୁଥାଅ। କିନ୍ତୁ ଏହି ଭବିଷ୍ଯଦ୍ବକ୍ତାମାନଙ୍କୁ ତୁମ୍ଭମାନଙ୍କର ପୂର୍ବପୁରୁଷମାନେ ହିଁ ମାରିଦଇେଥିଲେ।

ରେରିତମାନଙ୍କ କାର୍ଯ୍ୟର ବିବରଣ 2:29

ହେ ମାରେ ଭାଇମାନେ, ମୁଁ ବିଶ୍ବାସର ସହିତ ଆମ୍ଭ ପୂର୍ବପୁରୁଷ ଦାଉଦଙ୍କ ବିଷୟ ରେ ତୁମ୍ଭମାନଙ୍କୁ କହି ପାରିବି। ସେ ମୃତ୍ଯୁବରଣ କରି କବରସ୍ଥ ହାଇେଛନ୍ତି, ଏବଂ ତାହାଙ୍କର ଏହି କବର ଅଦ୍ଯାବଧି ଆମ୍ଭ ନିକଟରେ ଅଛି।

Interlinear

Choose Theme