ଏବଂ ଯେଉଁ ଲୋକ ସ୍ବର୍ଗ ନାମ ରେ ଶପଥ ନଇେଥାଏ, ସେ ପରମେଶ୍ବରଙ୍କ ସିଂହାସନ ସହିତ ସହେି ସିଂହାସନ ଉପରେ ୟିଏ ବିରାଜମାନ, ତାହାଙ୍କ ନାମ ରେ ମଧ୍ଯ ଶପଥ ନଇେଥାଏ।
Cross references
ସଦାପ୍ରଭୁ ତାଙ୍କର ପବିତ୍ର ମନ୍ଦିରରେ ବାସ କରନ୍ତି। ସଦାପ୍ରଭୁଙ୍କ ସିଂହାସନ ସ୍ବର୍ଗରେ, ସେ ସହେିଠାରୁ ୟାହାସବୁ ଘଟୁଛି ସମସ୍ତ ବିଷଯ ଦେଖନ୍ତି। ସଦାପ୍ରଭୁ ମନୁଷ୍ଯକୁ ଯତ୍ନ ସହକାରେ ଅତି ନିକଟରୁ ଭଲ କି ମନ୍ଦ ତାହା ବିଚାର କରନ୍ତି।
ସଦାପ୍ରଭୁ ଏହିକଥା କୁହନ୍ତି, ସ୍ବର୍ଗ ଆମ୍ଭର ସିଂହାସନ ଓ ପୃଥିବୀ ଆମ୍ଭର ପାଦପୀଠ। ତୁମ୍ଭମାନେେ ଆମ୍ଭପାଇଁ କି ପ୍ରକାର ଗୃହ ନିର୍ମାଣ କରିପାରିବ ଓ କେଉଁ ପ୍ରକାର ସ୍ଥାନ ଆମ୍ଭର ବିଶ୍ରାମସ୍ଥଳ ହବେ ?
କିନ୍ତୁ ମୁଁ ତୁମ୍ଭକୁ କହୁଛି ଯେ, ଆଦୌ ପ୍ରତିଜ୍ଞା କରନାହିଁ। ସ୍ବର୍ଗର ନାମ ରେ ପ୍ରତିଜ୍ଞା କର ନାହିଁ, କାରଣ ତାହା ପରମେଶ୍ବରଙ୍କ ସିଂହାସନ।
ପୃଥିବୀ ମାହେର ପାଦପୀଠ। ତୁମ୍ଭମାନେେ ମାେ ପାଇଁ କି ପ୍ରକାରର ମନ୍ଦିର ନିର୍ମାଣ କରିବ? ମାରେ ବିଶ୍ରାମ ନବୋପାଇଁ ସ୍ଥାନ କେଉଁଠି?
ତତ୍କ୍ଷଣାତ୍ ଆତ୍ମା ମାେତେ ତାହାଙ୍କ ଅଧୀନକୁ ନଇଗେଲେ। ସ୍ବର୍ଗ ରେ ମାେ ସମ୍ମୁଖ ରେ ଗୋଟିଏ ସିଂହାସନ ଥିଲା। ସହେି ସିଂହାସନ ରେ ଜଣେ ବସିଥିଲେ।