ମାଥିଉଲିଖିତ ସୁସମାଚାର 23:10 · ଓଡ଼ିଆ ବାଇବେଲ
ତୁମ୍ଭେ ନିଜକୁ ମାଲିକ ବୋଲାଇବ ନାହିଁ। କାରଣ ତୁମ୍ଭର କବଳେ ଜଣେ ମାତ୍ର ମାଲିକ। ସେ ହେଉଛନ୍ତି ଯୀଶୁ।
Cross references
ମାଥିଉଲିଖିତ ସୁସମାଚାର 23:8
କିନ୍ତୁ ତୁମ୍ଭ ଭିତରୁ କହେି ନିଜକୁ ରାବ୍ବୀ ବୋଲଇବେ ନାହିଁ। ତୁମ୍ଭେ ସମସ୍ତେ ଭାଇଭଉଣୀ। ତୁମ୍ଭ ସମସ୍ତଙ୍କର ଜଣେ ମାତ୍ର ଗୁରୁ ଅଛନ୍ତି।
ମାଥିଉଲିଖିତ ସୁସମାଚାର 26:18
ଯୀଶୁ କହିଲେ, ନଗର ରେ ଥିବା ମାରଜେଣେ ଚିହ୍ନା ଲୋକ ପାଖକୁ ଯାଅ। ତାକୁ କୁହ 'ଗୁରୁ କହିଛନ୍ତି 'ମନୋନୀତ ସମୟ ଆସି ପାଖଇେ ଗଲାଣି ଓ ମୁଁ ତୁମ୍ଭ ଘ ରେ ମାେ ଶିଷ୍ଯମାନଙ୍କ ସହିତ ନିସ୍ତାରପର୍ବ ଭୋଜି ଉତ୍ସବ ପାଳନ କରିବି।'
କରିନ୍ଥୀୟଙ୍କ ପ୍ରତି ପ୍ରଥମ ପତ୍ର 12:5
ସବୋ ମଧ୍ଯ ଅନକେ ପ୍ରକାରର, ମାତ୍ର ଆମ୍ଭେ ଯାହାଙ୍କର ସବୋ କରୁ, ସହେି ପ୍ରଭୁ ଏକ ଅଟନ୍ତି।