ମାଥିଉଲିଖିତ ସୁସମାଚାର 22:31 · ଓଡ଼ିଆ ବାଇବେଲ
ମୃତର ପୁନରୁତ୍ଥାନ ବିଷୟ ରେ ପରମେଶ୍ବର ତୁମ୍ଭକୁ କଣ କହିଛନ୍ତି, ତାହା କ'ଣ ତୁମ୍ଭେ ପଢ଼ିନାହଁ?
Cross references
ମାଥିଉଲିଖିତ ସୁସମାଚାର 9:13
ମୁଁ ତୁମ୍ଭକୁ ଗୋଟିଏ କଥା କହିବି। ତୁମ୍ଭେ ଯାଇ ବୁଝ ଯେ ଏହି ଶାସ୍ତ୍ର ବାକ୍ଯର ଅର୍ଥ କ'ଣ: 'ମୁଁ ପଶୁବଧ ଚା ହେଁ ନାହିଁ। ମୁଁ ଲୋକମାନଙ୍କ ଭିତ ରେ ଦୟାଭାବ ଗ୍ଭ ହେଁ।' ମୁଁ ଧାର୍ମିକ ଲୋକଙ୍କୁ ଡାକିବାକୁ ଆସି ନାହିଁ। ମୁଁ ପାପୀ ଲୋକଙ୍କୁ ଡାକିବାକୁ ଆସିଛି।
ମାଥିଉଲିଖିତ ସୁସମାଚାର 12:3
ଏହା ଶୁଣି ଯୀଶୁ ସମାନଙ୍କେୁ କହିଲେ, ଦାଉଦ ଓ ତାହାଙ୍କ ସାଙ୍ଗ ରେ ଥିବା ଲୋକେ ଭୋକ ଲାଗୁବା ବେଳେ କଣ କରିଥିଲେ, ସେ ବିଷୟ ରେ ତୁମ୍ଭେ କ'ଣ ପଢିନାହଁ?
ମାଥିଉଲିଖିତ ସୁସମାଚାର 12:7
ଶାସ୍ତ୍ର କ ହେ, 'ମୁଁ ଲୋକମାନଙ୍କ ମଧିଅରେ ଦୟା ଚା ହେଁ, କିନ୍ତୁ ପଶୁବଳି ଚା ହେଁନାହିଁ।' ତୁମ୍ଭେ ପ୍ରକୃତ ରେ ଏହାର ଅର୍ଥ ବୁଝିନାହଁ। ଯଦି ବୁଝି ଥାଆନ୍ତ, ତବେେ ଏହି ନିର୍ଦ୍ ଦୋଷ ଲୋକମାନଙ୍କୁ ନିନ୍ଦା କରନ୍ତନାହିଁ।
ମାଥିଉଲିଖିତ ସୁସମାଚାର 21:16
ସମାନେେ ଯୀଶୁଙ୍କୁ ପଚାରିଲେ, ଏ ପିଲାମାନେ କ'ଣ କହୁଛନ୍ତି, ତୁମ୍ଭେ କ'ଣ ତାହା ଶୁଣି ପାରୁଛ?
ମାଥିଉଲିଖିତ ସୁସମାଚାର 21:42
ଯୀଶୁ ସମାନଙ୍କେୁ କହିଲେ, ତୁମ୍ଭମାନେେ ଏକଥା କ'ଣ କବେେ ହେଲେ ଶାସ୍ତ୍ର ରେ ପଢ଼ି ନଥିଲ?: