Home Bibles ମାଥିଉଲିଖିତ ସୁସମାଚାର 22:26 · ଓଡ଼ିଆ ବାଇବେଲ
ମାଥିଉଲିଖିତ ସୁସମାଚାର 22:26 · ଓଡ଼ିଆ ବାଇବେଲ

ଦ୍ବିତୀୟ ଭାଇଟି ମଧ୍ଯ ମରିଗଲା। ଏହାପରେ ତୃତୀୟ ଭାଇ ଓ ଅନ୍ୟ ସବୁ ଭାଇଙ୍କର ସହେି ଅବସ୍ଥା ହେଲା।

Cross references

ଆୟୁବ ପୁସ୍ତକ 32:15

ଆୟୁବ, ଏହି ଲୋକମାନେ ୟୁକ୍ତି ରେ ହାରିଗଲେ। ସମାନଙ୍କେର ଅଧିକ କିଛି କହିବାର ନାହିଁ। ସମାନଙ୍କେର କୌଣସି ଅତିରିକ୍ତ ଉତ୍ତର ମଧ୍ଯ ନାହିଁ।

ମାଥିଉଲିଖିତ ସୁସମାଚାର 22:16

ସମାନେେ କେତକେ ହରୋଦୀୟ ମାନଙ୍କ ସହିତ ନିଜର କେତକେ ଶିଷ୍ଯଙ୍କୁ ଯୀଶୁଙ୍କ ପାଖକୁ ପଠାଇଲେ। ସମାନେେ ଯାଇ କହିଲେ, ହେ ଗୁରୁ, ଆମ୍ଭେ ଜାଣୁ ଯେ ତୁମ୍ଭେ ଜଣେ ନିଷ୍ଠାବାନ ଲୋକ। ପରମେଶ୍ବରଙ୍କ ମାର୍ଗ ବିଷୟ ରେ ଅନ୍ୟମାନେ କଣ ଭାବୁଛନ୍ତି, ସେ ବିଷୟ ରେ ତୁମ୍ଭେ ଆଦୌ ଭୟ କରନାହିଁ। ତୁମ୍ଭ ପାଇଁ ସମସ୍ତେ ସମାନ।

Interlinear

Choose Theme