Home Bibles ମାଥିଉଲିଖିତ ସୁସମାଚାର 21:36 · ଓଡ଼ିଆ ବାଇବେଲ
ମାଥିଉଲିଖିତ ସୁସମାଚାର 21:36 · ଓଡ଼ିଆ ବାଇବେଲ

ତେଣୁ ଜମି ମାଲିକ ଆଉ କେତକେ ଚ଼ାକରଙ୍କୁ କୃଷକମାନଙ୍କ ପାଖକୁ ପଠାଇଲେ। ଏଥର ପ୍ରଥମଥର ଠାରୁ ଅଧିକ ଚ଼ାକର ଗଲେ। କିନ୍ତୁ କୃଷକମାନେ ପ୍ରଥମ ଚାକରମାନଙ୍କ ପ୍ରତି ଯାହା କରିଥିଲେ, ଏଥର ମଧ୍ଯ ସମାନଙ୍କେ ପ୍ରତି ତାହା କଲେ।

Cross references

ମାଥିଉଲିଖିତ ସୁସମାଚାର 22:4

ତା'ପରେ ରାଜା ଆଉ କିଛି ଚ଼ାକରଙ୍କୁ ପଠାଇଲେ। ରାଜା ଚ଼ାକରମାନଙ୍କୁ କହିଲେ, ' ଯେଉଁ ମାନଙ୍କୁ ବିବାହଭୋଜିକୁ ଆସିବାକୁ ନିମନ୍ତ୍ରଣ କରାଯାଇଛି, ତୁମ୍ଭମାନେେ ସମାନଙ୍କେୁ କୁହ, ଭୋଜି ପ୍ରସ୍ତୁତି ସରିଲାଣି। ମାରେ ଉତ୍ତମ ବଳଦ ଓ ମାଟୋ ପଶୁମାନଙ୍କୁ ମରାଯାଇଛି। ସବୁ କିଛି ପ୍ରସ୍ତୁତ ଅଛି। ଅତଏବ ବିବାହଭୋଜିକୁ ଆସନ୍ତୁ।'

Interlinear

Choose Theme