ଯେଉଁମାନେ ପାଞ୍ଚଟା ବେଳେ ଆସିଥିଲେ, ସମାନେେ ମଜୂରୀ ନବୋକୁ ଆସିଲେ। ପ୍ରେତ୍ୟକକ ଶ୍ରମିକ ଗୋଟିଏ କରି ରେ ୗପ୍ୟମୁଦ୍ରା ପାଇଲେ।
Cross references
ସେ ଶ୍ରମିକମାନଙ୍କୁ ସଦେିନ କାମ କରିବା ବାବଦ ରେ ଗୋଟିଏ ଗୋଟିଏ ରେ ୗପ୍ୟ ମୁଦ୍ରା ଦବୋ ପାଇଁ ରାଜି ହେଲେ। ତା'ପରେ ସେ ଶ୍ରମିକମାନଙ୍କୁ ବଗିଚ଼ାକୁ କାମ କରିବାକୁ ପଠାଇ ଦେଲେ।
ପ୍ରାୟ ପାଞ୍ଚଟା ବେଳେ ସେ ଘରୁ ଯାଇ ବଜାର ରେ ଦେଖିଲେ ଯେ କେତକେ ଲୋକ ଠିଆ ହାଇେଛନ୍ତି। ସେ ସମାନଙ୍କେୁ ପଚାରିଲେ, 'ତୁମ୍ଭମାନେେ ଦିନସାରା କିଛି କାମ ନକରି ଏଠା ରେ ଏମିତି କାହିଁକି ଠିଆ ହାଇେଛ?'
କିନ୍ତୁ ଅନ୍ୟ ଅପରାଧୀଟି ତାହାକୁ ଗାଳି କରି କହିଲା, ତୁ କ'ଣ ପରମେଶ୍ବରଙ୍କୁ ମଧ୍ଯ ଭୟ କରୁନାହୁଁ? ଆମ୍ଭମାନେେ ଖୁବ୍ ଶୀଘ୍ର ମରିବାକୁ ଯାଉଛୁ।
ଶାସ୍ତ୍ର କୁ ହେ, ଅବ୍ରାହାମ ପରମେଶ୍ବରଙ୍କଠା ରେ ବିଶ୍ବାସ ରଖିଲେ। ପରମେଶ୍ବର ତାହାଙ୍କର ବିଶ୍ବାସକୁ ଗ୍ରହଣ କଲେ। ଏହା ଦ୍ବାରା ପରମେଶ୍ବରଙ୍କ ପ୍ରତି ଅବ୍ରାହାମ ଧାର୍ମିକ ହେଲେ।
ଲୋକମାନେ ଅଧିକ ପାପ କରିବା ପାଇଁ ବ୍ଯବସ୍ଥା ଆସିଲା, କିନ୍ତୁ ଯେତବେେଳେ ଲୋକେ ଅଧିକ ପାପ କଲେ, ପରମେଶ୍ବର ସମାନଙ୍କେୁ ପ୍ରଚୁର ମାତ୍ରା ରେ ତାହାଙ୍କ ଅନୁଗ୍ରହ ପ୍ରଦାନ କଲେ।
ପରମେଶ୍ବରଙ୍କ ଆଶ୍ଚର୍ୟ୍ଯଜନକ ଅନୁଗ୍ରହ ସକାେଶ ତାହାଙ୍କର ପ୍ରଶଂସା ହୁଏ। ଯାହାଙ୍କୁ ପରମେଶ୍ବର ପ୍ ରମେ କରନ୍ତି, ସହେି ଖ୍ରୀଷ୍ଟଙ୍କ ଦ୍ବାରା ସେ ଆମ୍ଭକୁ ସହେି ଅନୁଗ୍ରହ ମୁକ୍ତ ଭାବରେ ଦଇେଥାନ୍ତି।
ତୁମ୍ଭେ ସହେି ଅନୁଗ୍ରହ ତୁମ୍ଭର ବିଶ୍ବାସ ବଳ ରେ ପାଇଛ। ତୁମ୍ଭେ ନିଜକୁ ଉଦ୍ଧାର କରି ନାହଁ, ବରଂ ଏହା ତୁମ୍ଭ ପ୍ରତି ପରମେଶ୍ବରଙ୍କ ଦାନ।
କିନ୍ତୁ ପ୍ରଭୁଙ୍କର ଅନଗ୍ରହ ମାେତେ ସମ୍ପୂର୍ଣ୍ଣ ଭାବେ ମିଳିଲା। ସହେି ଅନୁଗ୍ରହ ସହିତ ଖ୍ରୀଷ୍ଟ ଯୀଶୁଙ୍କଠା ରେ ଥିବା ବିଶ୍ବାସ ଓ ପ୍ ରମେ ମଧ୍ଯ ମାେତେ ମିଳିଲା।