Home Bibles ☰ Books ମାଥିଉଲିଖିତ ସୁସମାଚାର 20:33 · ଓଡ଼ିଆ ବାଇବେଲ
ମାଥିଉଲିଖିତ ସୁସମାଚାର 20:33 · ଓଡ଼ିଆ ବାଇବେଲ

ସମାନେେ ତାହାଙ୍କୁ କହିଲେ, ହେ ପ୍ରଭୁ, ଆମ୍ଭେ ଯେପରି ଦେଖିପାରିବୁ, ତାହା ଚ଼ାହୁଁଛୁ।

Cross references

ଗୀତସଂହିତା 119:18

ହେ ସଦାପ୍ରଭୁ, ମାରେ ଆଖି ଉନ୍ମୁକ୍ତ କର। ଯେଉଁଥିରେ ମୁଁ ତୁମ୍ଭର ବ୍ଯବସ୍ଥାରୁ ଆଶ୍ଚର୍ୟ୍ଯ ବିଷଯମାନ ଦେଖିପାରିବି।

ଏଫିସୀୟଙ୍କ ପ୍ରତି ପତ୍ର 1:17

ମୁଁ ମହିମାମୟ ପିତା, ଆମ୍ଭ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ପରମେଶ୍ବରଙ୍କୁ ସବୁବେଳେ ପ୍ରାର୍ଥନା କରେ ଯେ, ସେ ତୁମ୍ଭକୁ ବିଜ୍ଞତାର ଆତ୍ମା ପ୍ରଦାନ କରନ୍ତୁ। ସହେି ଜ୍ଞାନ ତୁମ୍ଭମାନଙ୍କ ପାଇଁ ପରମେଶ୍ବର ବିଷୟକ ସମସ୍ତ ତଥ୍ଯକୁ ସ୍ପଷ୍ଟ କରିଦବେ, ଯାହା ଫଳ ରେ ତୁମ୍ଭମାନେେ ତାହାଙ୍କୁ ପୂର୍ଣ୍ଣ ଭାବରେ ଜାଣି ପାରିବ।

Interlinear

Choose Theme