Home Bibles ମାଥିଉଲିଖିତ ସୁସମାଚାର 20:29 · ଓଡ଼ିଆ ବାଇବେଲ
ମାଥିଉଲିଖିତ ସୁସମାଚାର 20:29 · ଓଡ଼ିଆ ବାଇବେଲ

ଯୀଶୁ ଓ ତାହାଙ୍କ ଶିଷ୍ଯମାନେ ୟିରୀଖୋରୁ ଗଲା ବେଳେ ବହୁ ସଂଖ୍ଯା ରେ ଲୋକମାନେ ଯୀଶୁଙ୍କୁ ଅନୁସରଣ କରିବାକୁ ଲାଗିଲେ।

Cross references

ମାଥିଉଲିଖିତ ସୁସମାଚାର 9:27

ଯୀଶୁ ସହେି ସ୍ଥାନ ଛାଡି ଯାଉଥିବା ସମୟରେ ଦୁଇ ଜଣ ଅନ୍ଧ ଲୋକ ତାହାଙ୍କୁ ଅନୁସରଣ କଲେ। ସମାନେେ ପାଟି କରି କହୁଥିଲେ, ହେ ଦାଉଦଙ୍କ ପୁତ୍ର , ଆମ୍ଭମାନଙ୍କୁ ଦୟା କର।

ମାର୍କଲିଖିତ ସୁସମାଚାର 10:46

ତା'ପରେ ସମାନେେ ଯିରୀହାକେୁ ଆସିଲେ। ଯୀଶୁ ତାହାଙ୍କ ଶିଷ୍ଯ ଓ ଅନ୍ୟ ଅନକେ ଲୋକଙ୍କ ସହିତ ସହେି ସହର ଛାଡି ୟିବା ସମୟରେ ଟୀମାୟର ପୁଅ ବାର୍ଟୀମୟ ନାମକ ଜଣେ ଅନ୍ଧ ଭିକାରୀ ରାସ୍ତା କଡ ରେ ବସିଥିଲା। ସେ ସଦାବାଳେ ଲୋକଙ୍କୁ ଭିକ ମାଗୁଥିଲା।

ଲୂକଲିଖିତ ସୁସମାଚାର 18:35

ଯୀଶୁ ଯିରୀହାେ ନଗର ପାଖାପାଖି ହାଇେ ଆସିଲେ। ସେତବେେଳେ ରାସ୍ତା କଡ ରେ ଗୋଟିଏ ଅନ୍ଧ ବସିଥିଲା। ସହେି ଅନ୍ଧଟି ଭିକ ମାଗୁଥିଲା।

Interlinear

Choose Theme