ମାଥିଉଲିଖିତ ସୁସମାଚାର 2:17 · ଓଡ଼ିଆ ବାଇବେଲ
ଏହିଭଳି ଭାବରେ ଭବିଷ୍ଯଦ୍ବକ୍ତା ୟିରିମୟଙ୍କ ମାଧ୍ଯମ ରେ କୁହାୟାଇଥିବା ପ୍ରଭୁଙ୍କ ବାକ୍ଯ ସଫଳ ହାଲା:
Cross references
ମାଥିଉଲିଖିତ ସୁସମାଚାର 2:15
ସଠାେରେ ଯୋଷଫେ େ ହରୋଦଙ୍କ ମୃତ୍ଯୁ ପର୍ୟ୍ଯନ୍ତ ରହିଲେ। ପରମେଶ୍ବର ତାହାଙ୍କ ଭବିଷ୍ଯଦ୍ବକ୍ତାଙ୍କ ମାଧ୍ଯମ ରେ ଯାହା କହିଥିଲେ, ତାହା ସଫଳ କରିବା ପାଇଁ ଏସବୁ ଘଟିଲା। ପ୍ରଭୁ ପରମେଶ୍ବର କହିଥିଲେ, ମୁଁ ମାରେପୁଅକୁ ମିଶରରୁ ବାହାରି ଆସିବାକୁ କହିଛି।