Home Bibles ☰ Books ମାଥିଉଲିଖିତ ସୁସମାଚାର 19:6 · ଓଡ଼ିଆ ବାଇବେଲ
ମାଥିଉଲିଖିତ ସୁସମାଚାର 19:6 · ଓଡ଼ିଆ ବାଇବେଲ

ତେଣୁ ସ୍ବାମୀ ସ୍ତ୍ରୀ ଦୁଇଜଣ ହାଇେ ରହନ୍ତି ନାହିଁ ମାତ୍ର ସମାନେେ ଏକ ହାଇେ ଯାଆନ୍ତି। ପରମେଶ୍ବର ସମାନଙ୍କେୁ ଏକାଠି ଯୋଡ଼ିଛନ୍ତି। ତେଣୁ କୌଣସି ଲୋକ ସମାନଙ୍କେୁ ଅଲଗା ନକରୁ।

Cross references

ହିତୋପଦେଶ 2:17

ସେ ୟୁବାବସ୍ଥା ରେ ବିବାହ କରିଥିବ। କିନ୍ତୁ ସେ ତା'ର ସ୍ବାମୀକୁ ଛାଡ଼ି ଥିବ। ପରମେଶ୍ବରଙ୍କ ଠା ରେ ଶପଥ କରି ବିବାହ କରିଥିବା କଥା ସେ ଭୁଲି ୟିବ।

ମଲାଖୀ 2:14

ତୁମ୍ଭମାନେେ ପଗ୍ଭରିବ, କାହିଁକି ଆମ୍ଭମାନଙ୍କର ଏହି ଭଟେି ଗୃହୀତ ହବେ ନାହିଁ? କାରଣ ସଦାପ୍ରଭୁ ତୁମ୍ଭମାନଙ୍କ ବିରୁଦ୍ଧ ରେ ପ୍ରତ୍ଯକ୍ଷ ସାକ୍ଷୀ। ସେ ଦେଖିଲେ ତୁମ୍ଭେ ତୁମ୍ଭର ସ୍ତ୍ରୀକୁ ପ୍ରତାରଣା କରୁଛ, ଯାହାକୁ ତୁମ୍ଭେ ୟୁବକାବସ୍ଥା ରେ ବିବାହ କରିଛ। ସେ ତୁମ୍ଭର ସାଥି ଏବଂ ତୁମ୍ଭେ ଶପଥ କରି ତାକୁ ସ୍ତ୍ରୀ ରୂପ ରେ ଗ୍ରହଣ କରିଛ। ମାତ୍ର ତୁମ୍ଭେ ତାକୁ ପ୍ରତାରଣା କରିଛ।

ମାର୍କଲିଖିତ ସୁସମାଚାର 10:9

ପରମେଶ୍ବର ଯଦି ଏହି ଦୁଇଜଣ ମନୁଷ୍ଯଙ୍କୁ ଏକାଠି କରିଛନ୍ତି, ତାହାଙ୍କୁ କୌଣସି ବ୍ଯକ୍ତି ଅଲଗା କରି ଦବୋ ଉଚିତ ନୁହେଁ।

ରୋମୀୟଙ୍କ ପ୍ରତି ପତ୍ର 7:2

ମୁଁ ତୁମ୍ଭମାନଙ୍କୁ ଗୋଟିଏ ଉଦାହରଣ ଦେଉଛି। ଜଣେ ବିବାହିତା ସ୍ତ୍ରୀଲୋକ ତାହାର ସ୍ବାମୀ ଜୀବିତ ଥିବା ସମୟ ପର୍ୟ୍ଯନ୍ତ ତା' ସହିତ ଆବଦ୍ଧ ହାଇେ ରହିଥାଏ। କିନ୍ତୁ ଯେତବେେଳେ ତାହାର ସ୍ବାମୀ ମରି ଯାଏ ସେ ବିବାହର ନିୟମରୁ ମୁକ୍ତ ହାଇେ ଯାଏ।

କରିନ୍ଥୀୟଙ୍କ ପ୍ରତି ପ୍ରଥମ ପତ୍ର 7:10

ଯେଉଁମାନେ ବିବାହିତ ସମାନଙ୍କେୁ ମୁଁ ଏକ ଆଦେଶ ଦେଉଛି - ଏହି ଆଦେଶ ମାେ' ଠାରୁ ନୁହେଁ ବରଂ, ପ୍ରଭୁ ନିଜେ ଏହି ଆଦେଶ ଦିଅନ୍ତି।

ଏଫିସୀୟଙ୍କ ପ୍ରତି ପତ୍ର 5:28

ଠିକ୍ ସହେିଭଳି ପତିମାନେ ନିଜ-ନିଜ ପତ୍ନୀଙ୍କୁ ପ୍ ରମେ କରିବା କଥା। ନିଜ ଶରୀରକୁ ପ୍ ରମେ କରିଲା ଭଳି ପ୍ ରମେ କରିବା କଥା। ଯେଉଁ ଲୋକ ନିଜ ପତ୍ନୀକୁ ପ୍ ରମେ କରେ, ସେ ନିଜ ଶରୀରକୁ ପ୍ ରମେ କରେ।

ଏବ୍ରୀ 13:4

ବିବାହକୁ ସବୁଲୋକଙ୍କ ଦ୍ବାରା ସମ୍ମାନ ମିଳିବା ଆବଶ୍ଯକ। ପ୍ରେତ୍ୟକକ ବିବାହକୁ କବଳେ ଦୁଇ ଜଣକ ଭିତ ରେ ନିର୍ଦ୍ଦିଷ୍ଟ ରଖିବା ଉଚିତ। ଯେଉଁମାନେ ୟୌନଗତ ପାପ ଓ ବ୍ଯଭିଚାର କରୁଛନ୍ତି ପରମେଶ୍ବର ସମାନଙ୍କେୁ ଦୋଷୀ ବୋଲି ବିଚାର କରିବେ।

Interlinear

Choose Theme