Home Bibles ମାଥିଉଲିଖିତ ସୁସମାଚାର 19:24 · ଓଡ଼ିଆ ବାଇବେଲ
ମାଥିଉଲିଖିତ ସୁସମାଚାର 19:24 · ଓଡ଼ିଆ ବାଇବେଲ

ହଁ, ମୁଁ ତୁମ୍ଭକୁ କହୁଛି ଯେ ଜଣେ ଧନୀ ଲୋକ ପରମେଶ୍ବରଙ୍କ ରାଜ୍ଯ ରେ ପ୍ରବେଶ କରିବା ଠାରୁ ଗୋଟିଏ ଓଟ ଛୁଞ୍ଚିକଣା ଭିତ ରେ ଗଳିୟିବା ବରଂ ସହଜ।

Cross references

ଯିରିମିୟ 13:23

ଜଣେ କୃଷ୍ଣକାଯ କ'ଣ ଆପଣା ଚର୍ମର ବର୍ଣ୍ଣ ବଦଳାଇ ପାରିବ ଓ ଚିତାବାଘ କ'ଣ ନିଜର ଦହରେ ଛାପ ବଦଳାଇ ପାରିବ ? ତେଣୁ ହେ ୟିରୁଶାଲମ, ତୁମ୍ଭେ ସର୍ବଦା କୁକର୍ମ କରିବା ରେ ଅଭ୍ଯସ୍ତ, ତୁମ୍ଭେ କବେେ ସୁକର୍ମ କରିପାରିବ ନାହିଁ।

ମାଥିଉଲିଖିତ ସୁସମାଚାର 19:26

ଯୀଶୁ ସମାନଙ୍କେୁ ଚ଼ାହିଁ କହିଲେ, ଏହା ଲୋକମାନଙ୍କ ପାଇଁ ଅସମ୍ଭବ। କିନ୍ତୁ ପରମେଶ୍ବରଙ୍କ ପାଇଁ ସବୁ କିଛି ସମ୍ଭବ।

ମାଥିଉଲିଖିତ ସୁସମାଚାର 23:24

ତୁମ୍ଭମାନେେ ଲୋକଙ୍କୁ ମାର୍ଗ ବତାଉଛ। କିନ୍ତୁ ତୁମ୍ଭମାନେେ ନିଜେ ଅନ୍ଧ। ତୁମ୍ଭମାନେେ ଏହି ପ୍ରକାରର ଅଟ। ତୁମ୍ଭମାନଙ୍କ ପାନୀୟ ଭିତରୁ ମାଛିକୁ ଛାଣ ଓ ଓଟକୁ ଗିଳି ପକାଅ।

ମାର୍କଲିଖିତ ସୁସମାଚାର 10:24

ଯୀଶୁଙ୍କ କଥା ଶୁଣି ଶିଷ୍ଯମାନେ ଆଶ୍ଚର୍ୟ୍ଯ ହାଇଗେଲେ, କିନ୍ତୁ ଯୀଶୁ ସମାନଙ୍କେୁ ପୁଣି କହିଲେ, ହେ ମାରେ ପିଲାମାନେ, ପରମେଶ୍ବରଙ୍କ ରାଜ୍ଯ ରେ ପ୍ରବେଶ କରିବା ପ୍ରକୃତ ରେ କଡେେ କଠିନ।

ଲୂକଲିଖିତ ସୁସମାଚାର 18:25

ଜଣେ ଧନୀଲୋକ ପକ୍ଷ ରେ ପରମେଶ୍ବରଙ୍କ ରାଜ୍ଯ ରେ ପ୍ରବେଶ କରିବା ଠାରୁ ଗୋଟିଏ ଛୁଞ୍ଚି କଣାଦଇେ ଓଟଟିଏ ଗଳିୟିବା ଅଧିକ ସହଜ।

ଯୋହନଲିଖିତ ସୁସମାଚାର 5:44

ତୁମ୍ଭମାନେେ ସରସ୍ପରଠାରୁ ପ୍ରଶଂସା ପାଇବା ପାଇଁ ଭଲ ପାଅ। କିନ୍ତୁ ଏକମାତ୍ର ପରମେଶ୍ବରଙ୍କ ପାଖରୁ ଯେଉଁ ପ୍ରଶଂସା ଆ ସେ, ତାହା ପାଇବା ପାଇଁ ତୁମ୍ଭେ ଆଦୌ ଚେଷ୍ଟା କରୁନାହଁ। ତାହାହେଲେ ତୁମ୍ଭେ ଏକଥା କିପରି ବିଶ୍ବାସ କରି ପାରିବ।

Interlinear

Choose Theme