Home Bibles ☰ Books ମାଥିଉଲିଖିତ ସୁସମାଚାର 19:2 · ଓଡ଼ିଆ ବାଇବେଲ
ମାଥିଉଲିଖିତ ସୁସମାଚାର 19:2 · ଓଡ଼ିଆ ବାଇବେଲ

ଅନକେ ଲୋକ ତାହାଙ୍କୁ ଅନୁସରଣ କଲେ। ସଠାେରେ ଯୀଶୁ ରୋଗୀଲୋକମାନଙ୍କୁ ସୁସ୍ଥ କଲେ।

Cross references

ମାଥିଉଲିଖିତ ସୁସମାଚାର 4:23

ଯୀଶୁ ଯୀହୂଦୀ ସମାଜଗୃହ ମାନଙ୍କ ରେ ସ୍ବର୍ଗ ରାଜ୍ଯ ରେ ସୁସମାଗ୍ଭର ପ୍ରଗ୍ଭର କରି ଓ ଲୋକଙ୍କର ସମସ୍ତ ପ୍ରକାର ରୋଗ ଓ ପୀଡା ଦୂରକରି ସମଗ୍ର ଗାଲିଲୀ ରାଜ୍ଯ ରେ ଭ୍ରମଣ କଲେ।

ମାଥିଉଲିଖିତ ସୁସମାଚାର 9:35

ଯୀଶୁ ନଗର-ନଗର ଓ ଗାଁ ଗାଁ ଯାତ୍ରା କରିବାକୁ ଲାଗିଲେ। ସେ ବାଟରେ ଯିହୂଦୀ ପ୍ରାର୍ଥନା ଗୃହମାନଙ୍କ ରେ ଉପଦେଶ ଦେଲେ, ଓ ପରମେଶ୍ବରଙ୍କ ରାଜ୍ଯର ସୁସମାଗ୍ଭର ପ୍ରଗ୍ଭର କଲେ। ସେ ଲୋକଙ୍କର ସବୁ ପ୍ରକାର ରୋଗ ଓ ଅସୁସ୍ଥତାକୁ ସୁସ୍ଥ କରି ଦେଲେ।

ମାଥିଉଲିଖିତ ସୁସମାଚାର 12:15

ଯୀଶୁ ଏକଥା ଜାଣିପାରି ସେ ଜାଗା ଛାଡି ଚାଲିଗଲେ। ବହୁତ ଲୋକ ତାହାଙ୍କୁ ଅନୁସରଣ କଲେ। ଯୀଶୁ ସମସ୍ତ ରୋଗୀଙ୍କୁ ସୁସ୍ଥ କରି ଦେଲେ।

ମାଥିଉଲିଖିତ ସୁସମାଚାର 14:35

ସଠାେକାର ଲୋକେ ଚିହ୍ନିପାରିଲେ ଓ ଆଖପାଖ ଅଞ୍ଚଳକୁ ଯୀଶୁଙ୍କ ଆସିବା ଖବର ପଠାଇଲେ। ଲୋକେ ରୋଗୀଙ୍କୁ ତାହାଙ୍କ ପାଖକୁ ଆଣିଲେ।

ମାଥିଉଲିଖିତ ସୁସମାଚାର 15:30

ଅନକେ ସଂଖ୍ଯା ରେ ଲୋକମାନେ ତାହାଙ୍କ ପାଖକୁ ଆସିଲେ। ସମାନେେ ଅନକେ ଅନ୍ଧ, ମୂକ ବଧିର, େଛାଟା ଅପାଙ୍ଗ ଓ ଅନ୍ୟ ରୋଗୀମାନଙ୍କୁ ଯୀଶୁଙ୍କ ପାଖକୁ ଆଣିଲେ। ଯୀଶୁ ସମାନଙ୍କେୁ ସୁସ୍ଥ କରି ଦେଲେ।

ମାର୍କଲିଖିତ ସୁସମାଚାର 6:55

ତା'ପରେ ସମାନେେ ଯୀଶୁ ଆସିଥିବା ଖବର ଲୋକଙ୍କୁ ଦବୋ ପାଇଁ ସେ ଅଞ୍ଚଳର ପ୍ରେତ୍ୟକକ ସ୍ଥାନକୁ ଦୌଡି ଗଲେ। ଯୀଶୁ ଯେଉଁ ସ୍ଥାନକୁ ଗଲେ, ସଠାେରେ ଖବର ବ୍ଯାପିଗଲା ଓ ସଠାେକୁ ଲୋକମାନେ ରୋଗୀମାନଙ୍କୁ ଖଟିଆ ରେ ନଇେ ଆସିଲେ।

Interlinear

Choose Theme