Home Bibles ମାଥିଉଲିଖିତ ସୁସମାଚାର 19:10 · ଓଡ଼ିଆ ବାଇବେଲ
ମାଥିଉଲିଖିତ ସୁସମାଚାର 19:10 · ଓଡ଼ିଆ ବାଇବେଲ

ଶିଷ୍ଯମାନେ ଯୀଶୁଙ୍କୁ କହିଲେ, ଯଦି ଜଣେ ପୁରୁଷ କବଳେ ଗୋଟିଏ ମାତ୍ର କାରଣ ପାଇଁ ନିଜ ସ୍ତ୍ରୀକୁ ଛାଡ଼ପତ୍ର ଦଇେ ପାରିବ, ତବେେ ବିବାହ ନ କରିବା ବରଂ ଭଲ।

Cross references

ଆଦି ପୁସ୍ତକ 2:18

ଏହାପରେ ସଦାପ୍ରଭୁ ପରମେଶ୍ବର କହିଲେ, ମୁଁ ଦେଖି ପାରୁଛି ଯେ ମନୁଷ୍ଯ ଏକାକୀ ଥିବା ଭଲ ନୁହେଁ, ମୁଁ ଆଉ ଜଣେ ଉପୟୁକ୍ତ ସହକାରିଣୀ ନିର୍ମାଣ କରିବି।

ହିତୋପଦେଶ 5:15

ତୁମ୍ଭ ନିଜ କୂଅରୁ ଜଳପାନ କର। ତୁମ୍ଭର ଶାରୀରିକ ସମ୍ପର୍କ ତୁମ୍ଭର ସ୍ତ୍ରୀ ସହିତ ରଖ।

ହିତୋପଦେଶ 18:22

ଯେଉଁ ଲୋକ ଭାର୍ୟ୍ଯା ପାଏ, ସେ ଉତ୍ତମ ବସ୍ତୁ ପାଏ ଓ ସଦାପ୍ରଭୁଙ୍କଠାରୁ ଅନୁଗ୍ରହ ପାଏ।

ହିତୋପଦେଶ 19:13

ମୂର୍ଖ ପୁତ୍ର ତା'ର ପିତାର ଦୁଃଖର କାରଣ ହବେ। ଏବଂ କଳିହୁଡ଼ି ସ୍ତ୍ରୀ ଅବିରତ ବିନ୍ଦୁପାତ ପରି।

ହିତୋପଦେଶ 21:9

କଳିହୁଡ଼ି ସ୍ତ୍ରୀ ସଙ୍ଗ ରେ ପ୍ରଶସ୍ତ ଗୃହ ରେ ବାସ କରିବା ଅପେକ୍ଷା ଛାତର ଏକ କଣ ରେ ବାସ କରିବା ଭଲ।

ହିତୋପଦେଶ 21:19

କଳହକାରିଣୀ ଓ ଚିଡ଼ିଚିଡ଼ିଆ ସ୍ତ୍ରୀ ସଙ୍ଗ ରେ ବାସ କରିବା ଅପେକ୍ଷା ନିର୍ଜନ ଭୂମିରେ ବାସ କରିବା ଭଲ।

କରିନ୍ଥୀୟଙ୍କ ପ୍ରତି ପ୍ରଥମ ପତ୍ର 7:1

ଏବେ ମୁଁ ତୁମ୍ଭମାନେେ ଲେଖିଥିବା ବିଷୟଗୁଡ଼ିକରେ ଉତ୍ତର ଦେଉଛି। ପୁରୁଷ ପକ୍ଷେ ବିବାହ ନ କରିବା ଭଲ।

କରିନ୍ଥୀୟଙ୍କ ପ୍ରତି ପ୍ରଥମ ପତ୍ର 7:8

ଏବେ ମୁଁ ଅବିବାହିତ ଓ ବିଧବାମାନଙ୍କୁ କହୁଛି ଯେ, ଯଦି ସମାନେେ ମାେ ଭଳି ଏକାକୀ ରହି ପାରିବେ, ତା' ହେଲେ ଭଲ।

କରିନ୍ଥୀୟଙ୍କ ପ୍ରତି ପ୍ରଥମ ପତ୍ର 7:26

ଏହା ସଙ୍କଟର ସମୟ। ଅତଏବ, ମାେ ମତ ରେ ତୁମ୍ଭେ ଯେପରି ଅଛ ସହେିପରି ରହିବା ଉତ୍ତମ।

କରିନ୍ଥୀୟଙ୍କ ପ୍ରତି ପ୍ରଥମ ପତ୍ର 7:32

ତୁମ୍ଭମାନେେ ଯେପରି ଚିନ୍ତା ନ କର ଏହା ମାରଇେଚ୍ଛା। ଅବିବାହିତ ଲୋକ ପ୍ରଭୁଙ୍କ କାମ ରେ ଲାଗିଥାଏ ଓ ସେ ପ୍ରଭୁଙ୍କୁ ସନ୍ତୁଷ୍ଟ କରିବା ପାଇଁ ଚେଷ୍ଟା କରେ।

କରିନ୍ଥୀୟଙ୍କ ପ୍ରତି ପ୍ରଥମ ପତ୍ର 7:39

ଜଣେ ସ୍ବାମୀ ଜୀବିତ ଥିବା ପର୍ୟ୍ଯନ୍ତ ସେ ତା' ସହିତ ରହିବା ପାଇଁ ବାଧ୍ଯ। ସ୍ବାମୀ ମରିଗଲା ପରେ ସେ ଯେ କୌଣସି ଅନ୍ୟ ଲୋକ ସହିତ ବିବାହ କରିବା ପାଇଁ ସ୍ବାଧୀନ ଅଟେ। କିନ୍ତୁ ସେ ପ୍ରଭୁଙ୍କ ପ୍ରତି ସମ୍ପର୍ଣ୍ଣ ବିଶ୍ବସ୍ତ ହବୋ ଉଚିତ୍।

ତୀମଥିଙ୍କ ପ୍ରତି ପ୍ରଥମ ପତ୍ର 4:3

ସମାନେେ ଲୋକମାନଙ୍କୁ ବିବାହ କରିବା ଅନୁଚିତ ବୋଲି କହନ୍ତି। ସମାନେେ ଲୋକମାନଙ୍କୁ ଏ କଥା ମଧ୍ଯ କୁହନ୍ତି ଯେ କେତକେ ଖାଦ୍ୟ ଅଛି, ଯାହାକୁ ଆଦୌ ଖାଇବା ଉଚିତ ନୁହେଁ। କିନ୍ତୁ ସେ ଖାଦ୍ୟଗୁଡ଼ିକୁ ପରମେଶ୍ବର ସୃଷ୍ଟି କରିଛନ୍ତି। ଅତଏବ ଯେଉଁମାନେ ବିଶ୍ବାସୀ ଏବଂ ସତ୍ଯକୁ ଜାଣନ୍ତି, ସମାନେେ ପରମେଶ୍ବରଙ୍କୁ ଧନ୍ଯବାଦ ଦଇେ ସହେି ଖାଦ୍ୟ ଖାଇ ପାରିବେ।

ତୀମଥିଙ୍କ ପ୍ରତି ପ୍ରଥମ ପତ୍ର 5:11

କିନ୍ତୁ ୟୁବତୀ ବିଧବାମାନଙ୍କୁ ସହେି ତାଲିକାଭୁକ୍ତ କର ନାହିଁ। ସମାନେେ ଯୀଶୁ ଖ୍ରୀଷ୍ଟଙ୍କ ପାଇଁ ସମର୍ପିତ ହବୋ ପରେ ମଧ୍ଯ ନିଜର ପ୍ରବଳ କାମାଭିଳାଷ ୟୋଗୁ ତାହାଙ୍କଠାରୁ ଦୂରକୁ ଆକର୍ଷିତ ହାଇେ ପାରନ୍ତି। ତା'ପରେ ସମାନେେ ପୁଣିଥରେ ବିବାହ କରିବାକୁ ଇଚ୍ଛା କରନ୍ତି।

Interlinear

Choose Theme