Home Bibles ମାର୍କଲିଖିତ ସୁସମାଚାର 8:9 · ଓଡ଼ିଆ ବାଇବେଲ
ମାର୍କଲିଖିତ ସୁସମାଚାର 8:9 · ଓଡ଼ିଆ ବାଇବେଲ

ସଠାେରେ ପ୍ରାୟ କବଳେ ଚାରି ହଜାର ପୁରୁଷ ଖାଇଥିଲେ। ସମାନେେ ଖାଇଲା ପରେ ଯୀଶୁ ସମାନଙ୍କେୁ ବିଦାୟ କରି ଦେଲେ। ତା'ପରେ ଯୀଶୁ ଶିଷ୍ଯମାନଙ୍କ ସହ ଡଙ୍ଗା ରେ ବସି ଦଲ୍ମନୂଥା ଅଞ୍ଚଳକୁ ଚାଲିଗଲେ।

Cross references

ମାଥିଉଲିଖିତ ସୁସମାଚାର 13:36

ତା'ପରେ ଯୀଶୁ ଲୋକମାନଙ୍କୁ ପଠଇେ ଦଇେ ଘରକୁ ଗଲେ। ତାହାଙ୍କ ପାଖ ରେ ତାହାଙ୍କ ଶିଷ୍ଯମାନେ ପହଞ୍ଚି କହିଲେ, ଆମ୍ଭକୁ କ୍ଷତରେ ବାଳୁଙ୍ଗା ଦୃଷ୍ଟାନ୍ତର ଅର୍ଥ ବୁଝାଇ ଦିଅ।

ଲୂକଲିଖିତ ସୁସମାଚାର 18:31

ତା'ପରେ ଯୀଶୁ ଅଲଗା ଭାବରେ ବାରଜଣ ଶିଷ୍ଯଙ୍କୁ କହିଲେ, ଶୁଣ, ଆମ୍ଭମାନେେ ୟିରୂଶାଲମକୁ ଯାଉଛୁ। ପରମେଶ୍ବର ଭବିଷ୍ଯଦ୍ବକ୍ତାମାନଙ୍କୁ ମନୁଷ୍ଯପୁତ୍ରଙ୍କ ବିଷୟ ରେ ଯାହା ସବୁ ଲେଖି ବାକୁ କହିଥିଲେ, ସେ ସବୁ ଘଟିବ।

Interlinear

Choose Theme