Home Bibles ☰ Books ମାର୍କଲିଖିତ ସୁସମାଚାର 8:5 · ଓଡ଼ିଆ ବାଇବେଲ
ମାର୍କଲିଖିତ ସୁସମାଚାର 8:5 · ଓଡ଼ିଆ ବାଇବେଲ

ଯୀଶୁ ସମାନଙ୍କେୁ ପଚାରିଲେ, ତୁମ୍ଭମାନଙ୍କ ପାଖ ରେ କେତେ ଖଣ୍ଡ ରୋଟୀ ଅଛି?

Cross references

ମାଥିଉଲିଖିତ ସୁସମାଚାର 14:15

ସନ୍ଧ୍ଯା ବଳକେୁ ଶିଷ୍ଯମାନେ ତାହାଙ୍କ ପାଖକୁ ଆସି କହିଲେ, ଏହା ଅତ୍ଯନ୍ତ ନିଛାଟିଆ ସ୍ଥାନ। ସମୟ ବହୁତ ହେଲାଣି। ଲୋକମାନଙ୍କୁ ଏଠାରୁ ପଠଇେ ଦିଅ। ତା' ହେଲେ ସମାନେେ ଗାଁମାନଙ୍କୁ ଯାଇ ସମାନଙ୍କେ ପାଇଁ ଖାଦ୍ୟ କିଣି ପାରିବେ।

ମାଥିଉଲିଖିତ ସୁସମାଚାର 15:34

ଯୀଶୁ ପଚାରିଲେ, ତୁମ୍ଭ ପାଖ ରେ କେତେ ଖଣ୍ଡ ରୋଟୀ ଅଛି?

ମାର୍କଲିଖିତ ସୁସମାଚାର 6:38

ଯୀଶୁ ଶିଷ୍ଯମାନଙ୍କୁ ପଚାରିଲେ, ଯାଇ ଦେଖ, ତୁମ୍ଭ ପାଖ ରେ କେତେ ଖଣ୍ଡ ରୋଟୀ ଅଛି?

ଲୂକଲିଖିତ ସୁସମାଚାର 9:13

କିନ୍ତୁ ଯୀଶୁ ସମାନଙ୍କେୁ କହିଲେ, ତୁମ୍ଭମାନେେ ଏମାନଙ୍କୁ କିଛି ଖାଇବାକୁ ଦିଅ।

Interlinear

Choose Theme