Home Bibles ମାର୍କଲିଖିତ ସୁସମାଚାର 8:24 · ଓଡ଼ିଆ ବାଇବେଲ
ମାର୍କଲିଖିତ ସୁସମାଚାର 8:24 · ଓଡ଼ିଆ ବାଇବେଲ

ସହେି ଲୋକଟି ଉପରକୁ ଚାହିଁ କହିଲା, ମୁଁ ଲୋକମାନଙ୍କୁ ଦେଖି ପାରୁଛି। ସମାନେେ ଚାରି ଆଡେ ଚାଲୁଥିବା ଘଛ ଭଳି ମାେତେ ଦଖାେ ଯାଉଛନ୍ତି।

Cross references

ବିଚାରକର୍ତାମାନଙ୍କ ବିବରଣ 9:36

ଗାଲ୍ ୈସନ୍ଯମାନଙ୍କୁ ଦେଖିଲା। ଗାଲ୍ ସବୂଲକକ୍ସ୍ଟ କହିଲେ, ପର୍ବତରକ୍ସ୍ଟ ଓହ୍ଲାଇ ଆସକ୍ସ୍ଟଥିବା ୈସନ୍ଯମାନଙ୍କୁ ଦେଖ।

ଯିଶାଇୟ 29:18

ପୁଣି ସହେି ଦିନ ରେ ବଧିର ପୁସ୍ତକର ବାକ୍ଯ ଶୁଣିବ ଓ ଅନ୍ଧକାର ଏବଂ କୁହୁଡ଼ି ମଧିଅରେ ଅନ୍ଧ ଦେଖିବ।

ଯିଶାଇୟ 32:3

ପୁଣି ଦର୍ଶକମାନଙ୍କର ଚକ୍ଷୁ ମୁଦ୍ରିତ ହବେ ନାହିଁ ଓ ଶ୍ରୋତାମାନଙ୍କର କର୍ଣ୍ଣ ଅବଧାନ କରିବ।

କରିନ୍ଥୀୟଙ୍କ ପ୍ରତି ପ୍ରଥମ ପତ୍ର 13:9

କାରଣ ଆମ୍ଭକୁ ଜ୍ଞାନ ଓ ଭବିଷ୍ଯତ୍ ବାଣୀ ଆଂଶିକ ହବୋରୁ ଏହା ଲୋପ ହବେ।

Interlinear

Choose Theme