Home Bibles ମାର୍କଲିଖିତ ସୁସମାଚାର 6:56 · ଓଡ଼ିଆ ବାଇବେଲ
ମାର୍କଲିଖିତ ସୁସମାଚାର 6:56 · ଓଡ଼ିଆ ବାଇବେଲ

ଯୀଶୁ ସେ ଅଞ୍ଚଳର ନଗର , ଗାଁ ଓ ପୁରପଲ୍ଲୀ ଯେଉଁଆଡେ ଗଲେ, ଲୋକେ ରୋଗୀମାନଙ୍କୁ ସଠାେକାର ହାଟ ବଜାର ରେ ଥୋଇ ଦଇେ ତାହାଙ୍କୁ ଅନୁ ରୋଧ କରୁଥିଲେ, ଯେ ସେ ତାହାଙ୍କ ପିନ୍ଧା ଲୁଗାରୁ ଟିକିଏ ସମାନଙ୍କେୁ ଛୁଇଁ ଦବୋକୁ ସୁ ଯୋଗ ଦିଅନ୍ତୁ। ଯେଉଁମାନେ ତାହାଙ୍କୁ ଛୁଇଁ ପାରିଲେ, ସମାନେେ ସମସ୍ତେ ସୁସ୍ଥ ହାଇଗେଲେ।

Cross references

ଗଣନା ପୁସ୍ତକ 15:38

ଇଶ୍ରାୟେଲ ଲୋକମାନଙ୍କୁ କୁହ, ଏହି ଆଜ୍ଞା ଜଣାଇ ଦିଅ, ସମାନେେ ନିଜ ନିଜ ବସ୍ତ୍ରର ଅଞ୍ଚଳ ରେ ଝାଲର ପ୍ରସ୍ତୁତ ଓ ପ୍ରେତ୍ୟକକ ଅଞ୍ଚଳର ଝାଲର ଉପରେ ନୀଳ ସୂତ୍ର ଦିଅନ୍ତୁ। ପୁରୁଷାନୁକ୍ରମେ ତାକୁ ଚିରକାଳ ପରିଧାନ କରିବା ଉଚିତ୍।

ଦିତୀୟ ବିବରଣ 22:12

ତୁମ୍ଭେ ଆପଣା ଶରୀର ରେ ଉତ୍ତରୀଯ ବସ୍ତ୍ର ଗ୍ଭରି ଅଞ୍ଚଳ ରେ ଝକ୍ସ୍ଟଐା ବନାଇବ।

ଦିତୀୟ ରାଜାବଳୀ 13:21

କେତକେ ଇଶ୍ରାୟେଲୀୟ ଜଣେ ମୃତବ୍ଯକ୍ତିକୁ କବର ଦେଉଥିବା ବେଳେ ସମାନେେ ମାୟୋବୀଯ ସୈନ୍ଯମାନଙ୍କୁ ନିକଟକୁ ଆସୁଥିବାର ଦେଖିଲେ। ତହୁଁ ସମାନେେ ଭୟ ରେ ସହେି ମୃତ ଶରୀରକୁ ଇଲୀଶାୟ କବର ଭିତ ରେ ପକାଇ ଦେଲେ ଏବଂ ଦୌଡି ପଳାଇଗଲେ। ସହେିମୃତ ବ୍ଯକ୍ତି ଇଲୀଶାୟଙ୍କ ଅସ୍ଥି ସ୍ପର୍ଶ କଲାମାତ୍ ରେ ଜୀବନ୍ତ ହାଇେ ନିଜ ଗୋଡ ରେ ଛିଡା ହେଲା।

ମାଥିଉଲିଖିତ ସୁସମାଚାର 9:20

ସଠାେରେ ଜଣେ ସ୍ତ୍ରୀ ଲୋକ ଥିଲା। ତାର ବାରବର୍ଷ ଧରି ରକ୍ତସ୍ରାବ ହେଉଥିଲା। ସେ ସ୍ତ୍ରୀ ଲୋକଟି ଯୀଶୁଙ୍କ ପଛ ପଟକୁ ଆସି ତାହାଙ୍କ ପିନ୍ଧା ବସ୍ତ୍ରର ଧାରକୁ ଛୁଇଁ ଦଲୋ।

ମାର୍କଲିଖିତ ସୁସମାଚାର 3:10

ଯୀଶୁ ଅନକେ ଲୋକଙ୍କୁ ସୁସ୍ଥ କଲେ। ତେଣୁ ସବୁ ରୋଗୀମାନେ ତାହାଙ୍କୁ ଛୁଇଁବା ପାଇଁ ତାହାଙ୍କ ଆଡକୁ ମାଡି ଆସୁଥିଲେ।

ମାର୍କଲିଖିତ ସୁସମାଚାର 5:27

ସହେି ସ୍ତ୍ରୀ ଲୋକଟି ଯୀଶୁଙ୍କ ବିଷୟ ରେ ଶୁଣିବା ପରେ ଲୋକଙ୍କ ସହିତ ତାହାଙ୍କର ଅନୁସରଣ କଲା। ସେ ପଛ ପଟରୁ ଆସି ଯୀଶୁଙ୍କ ନିକଟତର ହେଲା ଓ ତାହାଙ୍କ ବସ୍ତ୍ର ଛୁଇଁ ଦଲୋ।

ଲୂକଲିଖିତ ସୁସମାଚାର 6:19

ସମସ୍ତ ଲୋକେ ତାହାଙ୍କୁ ଛୁଇଁବାକୁ ଚେଷ୍ଟା କରୁଥିଲେ। କାରଣ ତାହାଙ୍କ ଦହରେୁ ଶକ୍ତି ବାହାରୁ ଥିଲା। ସେ ସହେି ଲୋକମାନଙ୍କୁ ସୁସ୍ଥ କରି ଦେଲେ।

ଲୂକଲିଖିତ ସୁସମାଚାର 8:44

ସହେି ସ୍ତ୍ରୀ ଲୋକ ଯୀଶୁଙ୍କ ପଛପଟୁ ଆସି ତାହାଙ୍କ ଜାମାର ତଳକୁ ଛୁଇଁ ଦଲୋ। ତତ୍କ୍ଷଣାତ୍ ତାର ରକ୍ତସ୍ରାବ ବନ୍ଦ ହାଇଗେଲା।

ଲୂକଲିଖିତ ସୁସମାଚାର 22:51

ଯୀଶୁ କହିଲେ, ବନ୍ଦ କର! ତାପରେ ଯୀଶୁ ସହେି ଚାକରଟିର କାନ ଛୁଇଁ ସୁସ୍ଥ କରି ଦେଲେ।

ରେରିତମାନଙ୍କ କାର୍ଯ୍ୟର ବିବରଣ 4:9

ଏହି େଛାଟା ଲୋକଟି ପ୍ରତି କରାଯାଇଥିବା ଉତ୍ତମ କର୍ମ ରେ କ'ଣ ଆପଣମାନେ ଆମ୍ଭକୁ ଆଜି ପ୍ରଶ୍ନ ପଗ୍ଭରୁଛନ୍ତି? ଆପଣମାନେ କ'ଣ ପଚ଼ାରୁଛନ୍ତି ଯେ କେଉଁ ବିଷୟ ଦ୍ବାରା ସେ ସୁସ୍ଥ ହାଇପୋରିଲା?

ରେରିତମାନଙ୍କ କାର୍ଯ୍ୟର ବିବରଣ 4:12

ତାହାଙ୍କ ବ୍ଯତୀତ ଅନ୍ୟ କାହା ପାଖ ରେ ଉଦ୍ଧାର ନାହିଁ, କାରଣ ଏହି ଆକାଶ ତଳେ ଦିଆଯାଇଥିବା ଅନ୍ୟ କୌଣସି ନାମ ନାହିଁ ଯାହା ଦ୍ବାରା କି ଆମ୍ଭେ ଉଦ୍ଧାର ପାଇପାରିବା।

ରେରିତମାନଙ୍କ କାର୍ଯ୍ୟର ବିବରଣ 5:15

ତେଣୁ ଲୋକମାନେ ରୋଗୀମାନଙ୍କୁ ରାସ୍ତାକୁ ବହେି ଆଣିଲେ, ଯେପରିକି ପିତରଙ୍କ ଛାଇ ୟିବା ଆସିବା ସମୟରେ ରୋଗୀମାନଙ୍କ ଉପରେ ପଡ଼ି ପାରିବ। ଏହାଦ୍ବାରା ସହେି ରୋଗୀମାନେ ସୁସ୍ଥ ହାଇପୋରିବେ।

Interlinear

Choose Theme