ମାର୍କଲିଖିତ ସୁସମାଚାର 6:54 · ଓଡ଼ିଆ ବାଇବେଲ
ଡଙ୍ଗାରୁ ଓହ୍ଲଇେ ବାହାରକୁ ଆସିବା ପରେ ଲୋକମାନେ ଯୀଶୁଙ୍କୁ ଦେଖି ଚିହ୍ନି ପାରିଲେ।
Cross references
ଗୀତସଂହିତା 9:10
ଯେଉଁ ଲୋକମାନେ ତୁମ୍ଭର ନାମକୁ ଜାଣନ୍ତି ସମାନେେ ତୁମ୍ଭକୁ ବିଶ୍ବାସ କରିବେ। ହେ ସଦାପ୍ରଭୁ ୟଦି ଲୋକମାନେ ତୁମ୍ଭ ପାଖକୁ ଆସନ୍ତି ତୁମ୍ଭେ ସମାନଙ୍କେୁ ସାହାୟ୍ଯ ନ କରି ଛାଡ଼ିଦିଅ ନାହିଁ।
ରେରିତମାନଙ୍କ କାର୍ଯ୍ୟର ବିବରଣ 28:9
ଏପରି ହବୋର ଦେଖି ଦ୍ବୀପରେ ଥିବା ଅନ୍ୟ ପୀଡ଼ିତ ଲୋକମାନେ ମଧ୍ଯ ଆସି ସୁସ୍ଥ ହେଲେ।
ଫିଲିପ୍ପୀୟଙ୍କ ପ୍ରତି ପତ୍ର 3:10
ମୁଁ ଖ୍ରୀଷ୍ଟଙ୍କୁ ଜାଣିବାକୁ ଓ ମୃତ୍ଯୁରୁ ସେ ପୁନରୁଜୀବିତ ହଇେ ଉଠିଥିବା ଶକ୍ତିକୁ ମଧ୍ଯ ଜାଣିବାକୁ ଇଚ୍ଛା କରେ। ମୁଁ ତାହାଙ୍କ ଦୁଃଖ ଭୋଗ ରେ ଅଂଶୀ ହବୋକୁ ଓ ତାହାଙ୍କ ମୃତ୍ଯୁ ଭୋଗ ରେ ତାହାଙ୍କ ପରି ହବୋକୁ ଚା ହେଁ।