ମାର୍କଲିଖିତ ସୁସମାଚାର 6:47 · ଓଡ଼ିଆ ବାଇବେଲ
ସନ୍ଧ୍ଯା ହବୋ ପରେ ମଧ୍ଯ ଡଙ୍ଗାଟି ହ୍ରଦ ମଝି ରେ ଥିଲା ଓ ଯୀଶୁ ସ୍ଥଳ ଭାଗ ରେ ଏକୁଟିଆ ଥିଲେ।
Cross references
ମାଥିଉଲିଖିତ ସୁସମାଚାର 14:23
ତା'ପରେ ଜମା ହାଇେଥିବା ଲୋକମାନଙ୍କୁ ବିଦାୟ କରି ସେ ପ୍ରାର୍ଥନା କରିବାକୁ ଏକାକୀ ପାହାଡ ଉପରକୁ ଗଲେ। ସନ୍ଧ୍ଯା ହାଇେ ସାରିଥିଲା, ଯୀଶୁ ସଠାେରେ ଏକୁଟିଆ ଥିଲେ।
ଯୋହନଲିଖିତ ସୁସମାଚାର 6:16
ତାହାଙ୍କ ଶିଷ୍ଯମାନେ ସହେି ସନ୍ଧ୍ଯା ରେ ଗାଲିଲୀ ହ୍ରଦକୁ ଗଲେ।